ETV Bharat / state

ସଟ ସର୍କିଟରୁ ଲାଗିଲା ନିଆଁ, 2 ଗୋରୁ ଜୀବନ୍ତ ଦଗ୍ଧ

author img

By

Published : Feb 13, 2021, 1:51 PM IST

ସଟ ସର୍କିଟରେ ଘର ପୋଡି 2 ଗୋରୁଙ୍କ ମୃତ୍ୟୁ ହୋଇଥିବା ବେଳେ ଏକାଧିକ ପୋଡି ଆହତ । ଏଭଳି ଅଭାବନୀୟ ଘଟଣା ଘଟିଛି ବ୍ରହ୍ମଗିରି ଥାନା ଅନ୍ତର୍ଗତ ଖଜୁରିଆ ହୁଵାସାହି ଗ୍ରାମରେ । ଅଧିକ ପଢନ୍ତୁ...

ସଟସର୍କିଟରେ ଘର ପୋଡି 2 ଗୋରୁ ମୃତ
ସଟସର୍କିଟରେ ଘର ପୋଡି 2 ଗୋରୁ ମୃତ

ବ୍ରହ୍ମଗିରି: ସଟସର୍କିଟରେ ଘର ପୋଡି 2 ଗୋରୁ ମୃତ । ଏଭଳି ଅଭାବନୀୟ ଘଟଣା ଘଟିଛି ବ୍ରହ୍ମଗିରି ଥାନା ଅନ୍ତର୍ଗତ ଖଜୁରିଆ ହୁଵାସାହି ଗ୍ରାମରେ । ତେବେ ଇଲେକ୍ଟ୍ରି ସଟସର୍କିଟରୁ ଘରେ ନିଆଁ ଲାଗି ଦୁଇଟି ଗୋରୁଙ୍କ ମୁତ୍ୟୁ ହେବା ସହ ଏକାଧିକ ଗୋରୁ ପୋଡି ଆହତ ହୋଇଛନ୍ତି ।

ସଟସର୍କିଟରେ ଘର ପୋଡି 2 ଗୋରୁ ମୃତ

ସୂଚନାନୁଯାଇ ଉକ୍ତ ଗ୍ରାମର କାଳିଆ ବେହେରା ରାତିରେ ଘରେ ସୋଇଥିବା ବେଳେ ଘରେ ନିଆଁ ଲାଗିଥିଲା। ଖବର ପାଇ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।

ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.