ETV Bharat / state

ବାଲୁକା କଳାରେ ସୋନ୍ନି ମେହେଟ୍ଟାଙ୍କୁ ଶ୍ରଦ୍ଧାଞ୍ଜଳି - tribute to sony mehta by sand art

ବାଲୁକାକଳାରେ ସୋନ୍ନି ମେହେଟ୍ଟାଙ୍କୁ ଶ୍ରଦ୍ଧାଞ୍ଜଳି । ବିଶିଷ୍ଟ ଲେଖକ ଓ ସଂପାଦକ ସୋନ୍ନି ମେହେଟ୍ଟାଙ୍କ ପରଲୋକ ହୋଇଛି । ଆଗକୁ ପଢନ୍ତୁ...

Slug tribute to sony mehta by sand art
ବାଲୁକା କଳାରେ ସନି ମେହେଟ୍ଟାଙ୍କୁ ଶ୍ରଦ୍ଧାଞ୍ଜଳି
author img

By

Published : Dec 31, 2019, 9:17 PM IST

ପୁରୀ: ବାଲୁକାକଳାରେ ସୋନ୍ନି ମେହେଟ୍ଟାଙ୍କୁ ଶ୍ରଦ୍ଧାଞ୍ଜଳି । ବିଶିଷ୍ଟ ଲେଖକ ଓ ସଂପାଦକ ସୋନ୍ନି ମେହେଟ୍ଟାଙ୍କ ପରଲୋକକୁ ନେଇ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଉଣୀ ଗୀତା ମେହେଟ୍ଟାଙ୍କ ସ୍ବାମୀ ହେଉଛନ୍ତି ସୋନ୍ନି ମେହେଟ୍ଟା।

ବାଲୁକା କଳାରେ ସନି ମେହେଟ୍ଟାଙ୍କୁ ଶ୍ରଦ୍ଧାଞ୍ଜଳି

ତାଙ୍କ ବିୟୋଗରେ ପୁରୀ ବେଳାଭୂମିରେ ବାଲୁକାକଳାରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ

Intro:ବାଲୁକା କଳା ରେ ସୋନି ମେହେଟା ଙ୍କୁ ଶ୍ରଦ୍ଧାଞ୍ଜଳିBody:ବିଶିଷ୍ଟ ଲେଖକ ଓ ସଂପାଦକ ସୋନି ମେହେଟା ଙ୍କ ପରଲୋକ ହୋଇ ଯାଇଛି। ଏହାକୁ ନେଇ ସାରା ଦେଶରେ ଶୋକର ଛାୟା ଖେଳି ଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଭଉଣୀ ଗୀତା ମେହେଟା ଙ୍କ ସ୍ୱାମୀ ହେଉଛନ୍ତି ସୋନି ମେହେଟା। ତାଂକ ବିୟୋଗ ତାଙ୍କୁ ବଲୁକା କଳା ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଦେଇ ଛନ୍ତି ବଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ପୁରୀ ବେଳାଭୂମିରେ ଏହି ବାଲୁକାକଳା ଟିକୁ କରା ଯାଇଛି। ସ୍ବର୍ଗତ ସୋନି ମେହେଟା ଜଣେ ଉଚ୍ଚ କୋଟିର ଲେଖକ।

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ରConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.