ETV Bharat / state

ଗାନ୍ଧିଜୀଙ୍କ ପୁରୀ ଗସ୍ତ ସ୍ମୃତି, ବାଲୁକା କଳାରେ ଶ୍ରଦ୍ଧାଞ୍ଜଳି - ଗାନ୍ଧିଜୀଙ୍କ ପୁରୀ ଗସ୍ତ ସ୍ମୃତି

ବାଲୁକା କଳାରେ ଗାନ୍ଧୀଜୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । 1921 ମାର୍ଚ୍ଚ 26 ରେ ମହାତ୍ମା ଗାନ୍ଧୀ ଓଡିଶା ଗସ୍ତରେ ଆସିଥିଲେ। ଅଧିକ ପଢନ୍ତୁ...

ଗାନ୍ଧିଜୀଙ୍କ ପୁରୀ ଗସ୍ତ ସ୍ମୃତି, ବାଲୁକା ଚିତ୍ରକଳାରେ ଶ୍ରଦ୍ଧାଞ୍ଜଳି

author img

By

Published : Mar 26, 2021, 7:07 PM IST

ପୁରୀ: ବାଲୁକା କଳାରେ ଗାନ୍ଧୀଜୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । 1921 ମାର୍ଚ୍ଚ 26 ରେ ମହାତ୍ମା ଗାନ୍ଧୀ ଓଡିଶା ଗସ୍ତରେ ଆସିଥିଲେ। ସେ ଏହି ସମୟରେ ଶ୍ରୀକ୍ଷେତ୍ର ପୁରୀକୁ ମଧ୍ୟ ଆସିଥିଲେ। ତେବେ ମହାତ୍ମାଗାନ୍ଧୀଙ୍କ ଓଡିଶା ଆଗମନର ଶହେ ବର୍ଷ ପୂର୍ତ୍ତି ଅବସରରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ବାଲୁକା କଳାରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।

ଗାନ୍ଧିଜୀଙ୍କ ପୁରୀ ଗସ୍ତ ସ୍ମୃତି, ବାଲୁକା ଚିତ୍ରକଳାରେ ଶ୍ରଦ୍ଧାଞ୍ଜଳି

ପୁରୀ ବେଳାଭୂମିରେ ସେ ଗଢିଥିବା ବାଲୁକା କଳାରେ ମହାତ୍ମାଗାନ୍ଧୀଙ୍କ ପ୍ରତିଛବି ସମେତ ଶ୍ରୀମନ୍ଦିରର ପ୍ରତିକୃତୀକୁ ସ୍ଥାନ ଦେଇଛନ୍ତି । ଏହି ସୁନ୍ଦର ବାଲୁକା ଚିତ୍ରକଳାକୁ ଦେଖିବାକୁ ବେଳାଭୂମିରେ ପର୍ଯ୍ୟଟକଙ୍କ ବେଶ ଭିଡ଼ ଜମିଥିଲା ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.