ETV Bharat / state

ଏମାର ପରେ ବଡ ଆଖଡା ମଠ ପାଳି - ଆଖଡା ମଠର ଉଚ୍ଛେଦ

ଶନିବାର ଉଚ୍ଛେଦ ହେବ ବଡ ଆଖଡା ମଠ । ଏନେଇ ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି । ଶୁକ୍ରବାର ଆଖଡା ମଠରେ ଥିବା ଦୋକାନ ମାଲିକକୁ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ
author img

By

Published : Aug 30, 2019, 3:53 PM IST

ପୁରୀ: ଏମାର ମଠ ଉଚ୍ଛେଦ ପ୍ରକ୍ରିୟା ଚାଲିଥିବା ବେଳେ ଏବେ ବଡ ଆଖଡା ମଠର ଉଚ୍ଛେଦ ପାଳି । ଶନିବାର ଉଚ୍ଛେଦ ହେବ ବଡ ଆଖଡା ମଠ । ଏଥିପାଇଁ ମଠରେ ଥିବା ଦୋକାନ ମାଲିକକୁ ମଠ ଛାଡିବାକୁ କୁହାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ଅପରାହ୍ନ 4ଟା ସୁ୍ଦ୍ଧା ମଠ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଲାଙ୍ଗୁଳି ମଠ ନିକଟରେ ରହିଛି ଏହି ବଡ ଆଖଡା ମଠ । ଅନ୍ୟପଟେ ଏଥିରେ ସିଂହଦ୍ବାର ଥାନା ପରିଚାଳନା ହେଉଥିବାରୁ ଏହାକୁ ବାଗେଡିଆ ଧର୍ମଶାଳାକୁ ସ୍ଥାନାନ୍ତର କରାଯାଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ଭଦ୍ରକ ଜିଲ୍ଲାର ଆଗରପଡା ଥାନା ଅର୍ନ୍ତଗତ ବିଶଲକଣା ନିକଟରେ ସଡକ ଦୁର୍ଘଟଣା। ଜଣେ ମୃତ ଦୁଇ ଗୁରୁତର। Body:ଭଦ୍ରକ ଜିଲ୍ଲାର ଆଗରପଡା ଥାନା ଅର୍ନ୍ତଗତ ବିଶଲକଣା ନିକଟରେ ସଡକ ଦୁର୍ଘଟଣା। ଜଣେ ମୃତ ଦୁଇ ଗୁରୁତର। ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ପୁରୁଣା ବଜାର ଅଞ୍ଚଳର ଫରିଦ ସାହା ନିଜ ପରିବାର ସହିତ ମୋଟର ସାଇକେଲ ଯୋଗେ ଘଣ୍ଟଗଡିଆ ଗ୍ରାମରୁ ଫେରୁଥିଲେ। ଏହିସମୟରେ ବିଶଲକଣା ନିକଟରେ ଏକ ମେକ୍ସିମା ଗାଡି ସେମାନଙ୍କୁ ଧକ୍କା ଦେବାରୁ ଏହି ର୍ଦୁଘଟଣାର ଘଟିଥିଲା। ଫଳରେ ଘଟଣାସ୍ଥଳରେ ସିତାରା ବିବିଙ୍କର ମୃତ୍ୟୁ ହୋଇଥିବା ବେଳେ ସୋଫା ବିବି ଙ୍କ ସମେତ ଦୁଇଜଣ ଗୁରୁତ୍ବର ହୋଇଥିଲେ। ତୁରନ୍ତ ସମସ୍ତ ମୃତାହତ ମାନଙ୍କୁ ମେଡିକାଲ କୁ ସ୍ଥାନାନ୍ତରିତ କରାଯାଇଥିଲା। ଗୁରୁତ୍ବର ମାନେ ବର୍ତ୍ତମାନ ମେଡିକାଲ ରେ ଚିକିତ୍ସିତ ହେଉଛନ୍ତି।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.