ETV Bharat / state

ସାନିଟାଇଜ ହେଲା ଶ୍ରୀମନ୍ଦିର ଚତୁଃପାର୍ଶ୍ବ - କୋରୋନା ନେଇ ପୁରୀ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ

ଆଜି(ଶନିବାର) ଶ୍ରୀମନ୍ଦିର ଚାରିଦ୍ବାରକୁ ସାନିଟାଇଜ କରାଯାଇଛି। ଅଗ୍ନିଶମବହିନୀ ମାଧ୍ୟମରେ ଏହି ସାନିଟାଇଜ କରାଯାଇଛି।

puri temple were sanitized
ଚାରିଦ୍ୱାରରେ କେମିକାଲ ସିଞ୍ଚନ
author img

By

Published : Apr 11, 2020, 3:49 PM IST

ପୁରୀ: ରାଜ୍ୟରେ କୋରୋନା ସତର୍କତାତା ନେଇ ଜିଲ୍ଲାପ୍ରଶାସନ ପ୍ରମୁଖ ସ୍ଥାନ ମାନଙ୍କୁ ସାନିଟାଇଜ କରୁଥିବାବେଳେ ପୁରୀ ପ୍ରଶାସନ ମଧ୍ୟ ଏହି ପ୍ରକ୍ରିୟାରେ ଶାମିଲ ହୋଇଛି । ଶ୍ରୀମନ୍ଦିରର ଚାରି ଦ୍ବାରକୁ ସାନିଟାଇଜ କରାଯାଇଛି ।

ଚାରିଦ୍ୱାରରେ କେମିକାଲ ସିଞ୍ଚନ

କୋରୋନା ଭୁତାଣୁ ସଂକ୍ରମଣକୁ ରୋକିବା ନେଇ ପୁରୀ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ। ଏହି କ୍ରମରେ ଆଜି(ଶନିବାର) ଶ୍ରୀମନ୍ଦିର ଚାରିଦ୍ବାରକୁ ସାନିଟାଇଜ କରାଯାଇଛି। ଅଗ୍ନିଶମବହିନୀ ମାଧ୍ୟମରେ ଏହି ସାନିଟାଇଜ କରାଯାଇଛି। ଏକ ସ୍ବତନ୍ତ୍ର କେମିକାଲ ସିଞ୍ଚନ କରାଯାଇ ଶ୍ରୀମନ୍ଦିର ଚାରି ଦ୍ବାର ସମେତ ରାସ୍ତା ଗୁଡିକୁ ମଧ୍ୟ ସାନିଟାଇଜ କରାଯାଇଛି।

ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଅନେକ ସ୍ଥାନୀୟବାସିନ୍ଦା ମଧ୍ୟ ଯାତାୟତ କରୁଛନ୍ତି। ଏଣୁ ସୁରକ୍ଷା ଦୃଷ୍ଟିରୁ କୋରୋନା ସଂକ୍ରମଣ ଯେପରି ନହୁଏ, ସେନେଇ ଏହି ସାନିଟାଇଜ ପ୍ରକ୍ରିୟା ଶ୍ରୀମନ୍ଦିର ଚାରିପାଖେ କରାଯାଇଛି।

ସେହିପରି ଅଗାମୀ ଦିନରେ ସର୍ବସାଧାରଣ ସ୍ଥାନରେ ଏହି ଡିସଇନଫେକ୍ଟ ପ୍ରକ୍ରିୟା ଚାଲୁ ରହିବ ବୋଲି ପୁରୀ ଉପଜିଲ୍ଲାପାଳ ଭଵତାରଣ ସାହୁ ସୂଚନା ଦେଇଛନ୍ତି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.