ETV Bharat / state

ଶ୍ରୀନଅରରେ ସୁନିଆ ଉତ୍ସବ ପାଳିତ, ଗଜପତିଙ୍କ 62 ଅଙ୍କ ଆରମ୍ଭ

author img

By

Published : Sep 11, 2019, 7:43 AM IST

ଭାଦ୍ରବ ମାସ ଶୁକ୍ଲ ପକ୍ଷ ଦ୍ଵାଦଶୀ ତିଥିରୁ ଗଜପତିଙ୍କ ବର୍ଷ ଗଣନାର ଶୁଭାରମ୍ଭ ହୁଏ । ମଙ୍ଗଳବାର ସନ୍ଧ୍ୟାରେ ଶ୍ରୀନଅରରେ ସୁନିଆ ଉତ୍ସବ ପାଳିତ ହୋଇଛି । ବିଧି ବିଧାନ ମୁତାବକ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ସମସ୍ତ ନୀତି କରାଯାଇଥିଲା। ଏଥିସହ ଆରମ୍ଭ ହୋଇଛି ନୂତନ ସାଲ 1427 ଓ ଶ୍ରୀ ଦିବ୍ୟସିଂହ ଦେବଙ୍କ 62ଅଙ୍କ ଆରମ୍ଭ ହୋଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

ପୁରୀ : ଶ୍ରୀନଅରରେ ମଙ୍ଗଳବାର ସୁନିଆ ପାଳିତ ହୋଇଛି । ମଙ୍ଗଳବାର ସନ୍ଧ୍ୟାରେ ଶ୍ରୀନଅରରେ ସୁନିଆ ଉତ୍ସବ ପାଳିତ ହୋଇଛି । ବିଧି ବିଧାନ ମୁତାବକ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ସମସ୍ତ ନୀତି କରାଯାଇଥିଲା। ଏଥିସହ ଆରମ୍ଭ ହୋଇଛି ନୂତନ ସାଲ 1427 ଓ ଶ୍ରୀ ଦିବ୍ୟସିଂହ ଦେବଙ୍କ 62ଅଙ୍କ ଆରମ୍ଭ ହୋଇଛି । ଏହାସହ ଆରମ୍ଭ ହୋଇଛି ଚଳିତବର୍ଷର ଗଜପତିଙ୍କ ରାଜୁତିର ପ୍ରଥମ ଦିନ । ଏହି ଅବସରରେ ସ୍ବର୍ଣ୍ଣ ମୁଦ୍ରା ପ୍ରଚଳନ କରାଯାଇଥିଲା ।

ଶ୍ରୀନଅରରେ ସୁନିଆ ଉତ୍ସବ ପାଳିତ

ଭାଦ୍ରବ ମାସ ଶୁକ୍ଲ ପକ୍ଷ ଦ୍ଵାଦଶୀ ତିଥିରୁ ଗଜପତିଙ୍କ ବର୍ଷ ଗଣନାର ଶୁଭାରମ୍ଭ ହୁଏ । ସେଥିପାଇଁ ଶ୍ରୀନଅରରେ ସ୍ବତନ୍ତ୍ର ପାରମ୍ପରିକ ବିଧି ଅନୁଷ୍ଠିତ ହୋଇଛି । ପୁରାତନ ବର୍ଷ ଗଣନା ପଦ୍ଧତି ଅନୁସାରେ ଏହି ଦିନ ଠାରୁ ଗଜପତି ମହାରାଜାଙ୍କର ନୂତନ ଅଙ୍କ ଗଣନା ହୁଏ । ନବ ଜାତକଙ୍କ ଜନ୍ମ ପତ୍ରିକା ଓ ପ୍ରଚଳିତ ହେଉ ଥିବା ବିଭିନ୍ନ ପଞ୍ଜିକାରେ ଏହି ଅଙ୍କ ଉଲ୍ଲେଖ କରାଯିବ। ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଏହି ଦିବସର ଯଥେଷ୍ଟ ଗୁରୁତ୍ବ ରହିଥାଏ ।

ଏହି ଅଵସର ରେ ଶ୍ରୀନଅର ରେ ସ୍ବତନ୍ତ୍ର ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଥିଲା । ରାଜ ନଅରକୁ ପରିଷ୍କାର କରାଯାଇ ସ୍ବତନ୍ତ୍ର ବିଧି ଅନୁଷ୍ଠିତ ହୋଇଥିଲା । ନୂତନ ଅଙ୍କ ପ୍ରଚଳନ ଅବସରରେ ପଣ୍ଡିତ, ବ୍ରାହ୍ମଣ ଓ ରାଜ ପରିବାର ସଦସ୍ୟମାନେ ଗଜପତି ମହାରାଜାଙ୍କୁ ସୁନିଆ ଭେଟି ପ୍ରଦାନ କରିଥିଲେ । ଏଥି ସହ ଗଜପତିଙ୍କ ଅଭିଷେକ ଉତ୍ସବ ମଧ୍ୟ ସଂପନ୍ନ ହୋଇଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ସୁନିଆ ଉତ୍ସବ

Body:ମଙ୍ଗଳବାର ସନ୍ଧ୍ୟାରେ ଶ୍ରୀନଅର ରେ ସୁନିଆ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ଭାଦ୍ରବ ମାସ ଶୁକ୍ଲ ପକ୍ଷ ଦ୍ଵାଦଶୀ ତିଥିରୁ ଗଜପତିଙ୍କ ବର୍ଷ ଗଣନା ର ଶୁଭାରମ୍ଭ ହୁଏ। ସେଥିପାଇଁ ଶ୍ରୀନଅର ରେ ସ୍ୱତନ୍ତ୍ର ପାରମ୍ପରିକ ବିଧି ଅନୁଷ୍ଠିତ ହୋଇଛି । ପୁରାତନ ବର୍ଷ ଗଣନା ପଦ୍ଧତି ଅନୁସାରେ ଏହି ଦିନ ଠାରୁ ଗଜପତି ମହାରାଜା ଙ୍କ ର ନୂତନ ଅଙ୍କ ଗଣନା ହୁଏ। ନବ ଜାତକ ଙ୍କ ଜନ୍ମ ପତ୍ରିକା ଓ ପ୍ରଚଳିତ ହେଉ ଥିବା ବିଭିନ୍ନ ପଞ୍ଜିକା ରେ ଏହି ଅଙ୍କ ଉଲେଖ କରାଯିବ। ପ୍ରତେକ ଓଡ଼ିଆ ଙ୍କ ପାଇଁ ଏହି ଦିବସ ର ଯଥେଷ୍ଟ ଗୁରୁତ୍ୱ ରହିଥାଏ। ଏହି ଅଵସର ରେ ଶ୍ରୀନଅର ରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଥିଲା। ରାଜ ନଅର କୁ ପରିଷ୍କାର କରାଯାଏ ସ୍ୱତନ୍ତ୍ର ବିଧି ଅନୁଷ୍ଠିତ ହୋଇଥିଲା। ମନ୍ତ୍ର ଧ୍ୱନି ମଧ୍ୟରେ ଗଜପତି ମହାରାଜା ସିଂହାସନ ଆରୋହଣ କରିଥିଲେ। ରାଜ ନଅର ରେ ପରିଷଦ ବର୍ଗ ଗଜପତି ଙ୍କୁ ସୁନିଆ ଭେଟି ପ୍ରଦାନ କରିଥିଲେ। ତେବେ ଅଙ୍କ ଗଣନା ଅନୁସାରେ ଆଜି 62 ଅଙ୍କ 1427 ସାଲ ।

ବାଇଟ,, ନରେଶ ଦାସ , ଜଗନ୍ନାଥ ସଂସ୍କୃତି ଗବେଷକ

Conclusion:ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର

wrap ଏହି ଷ୍ଟୋରି ର ଭିଜୁଆଲ ଯାଇଛି
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.