ETV Bharat / state

ଦୁଇଦିନ ଶ୍ରୀମନ୍ଦିର ବନ୍ଦ, ଅନ୍ୟ ରାଜ୍ୟର ଶ୍ରଦ୍ଧାଳୁଙ୍କ କୋରୋନା ରିପୋର୍ଟ ବାଧ୍ୟତାମୂଳକ

author img

By

Published : Apr 16, 2021, 3:16 PM IST

Updated : Apr 16, 2021, 9:31 PM IST

ସପ୍ତାହରେ ଦୁଇଦିନ ବନ୍ଦ ରହିବ ଶ୍ରୀମନ୍ଦିର। ବାହାର ରାଜ୍ୟ ଭକ୍ତଙ୍କ ପାଇଁ RTPCR ନେଗେଟିଭ ପ୍ରମାଣପତ୍ର କିମ୍ବା ଟିକାର ଦୁଇଟି ଡୋଜ ନେଇଥିବା ପ୍ରମାଣପତ୍ର ବାଧ୍ୟତାମୂଳକ । ଅଧିକ ପଢନ୍ତୁ...

ଦୁଇଦିନ ଶ୍ରୀମନ୍ଦିର ବନ୍ଦ, ଅନ୍ୟ ରାଜ୍ୟର ଶ୍ରଦ୍ଧାଳୁଙ୍କ କୋରୋନା ରିପୋର୍ଟ ବାଧ୍ୟତାମୂଳକ
ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ, ଶନିବାର ଓ ରବିବାର ବନ୍ଦ ରହିବ ଜଗା ଦର୍ଶନ

ପୁରୀ: ସରିଲା ଛତିଶା ନିଯୋଗ ବୈଠକ। ବୈଠକରେ ନିଆଗଲା ଗୁରୁତ୍ବପୂର୍ଣ୍ଣ ନିଷ୍ପତି। ପରିବର୍ତ୍ତନ ହେଲା ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥା । ସ୍ବତନ୍ତ୍ର ଏସଓପି ଜାରି କରିଛି ଶ୍ରୀମନ୍ଦିର ପ୍ରଶାସନ।

ଦୁଇଦିନ ଶ୍ରୀମନ୍ଦିର ବନ୍ଦ, ଅନ୍ୟ ରାଜ୍ୟର ଶ୍ରଦ୍ଧାଳୁଙ୍କ କୋରୋନା ରିପୋର୍ଟ ବାଧ୍ୟତାମୂଳକ

ଶ୍ରୀମନ୍ଦିରରେ ଦର୍ଶନ ପାଇଁ ଭକ୍ତଙ୍କ ପାଇଁ କଟକଣା ଜାରି କରାଯାଇଛି । କୋରୋନା କଟକଣାକୁ ବାଧ୍ୟତାମମୂଳକ କରାଯାଇଛି । ରାଜ୍ୟ ବାହାର ଭକ୍ତଙ୍କ ପାଇଁ କରାଯାଇଛି RTPCR ନେଗେଟିଭ ପ୍ରମାଣପତ୍ର କିମ୍ବା ଟିକାର ଦୁଇଟି ଡୋଜ ନେଇଥିବା ପ୍ରମାଣପତ୍ର ବାଧ୍ୟତାମୂଳକ । ୭ଦିନ ମଧ୍ୟରେ କୋଭିଡ୍ ନେଗେଟିଭ ପ୍ରମାଣପତ୍ର ହେବା ଆବଶ୍ୟକ । ସେପଟେ ସାନିଟାଇଜର ଓ ମାସ୍କ ବ୍ୟବହାରରେ କଡା କଟକଣା ଜାରି । ଭିତର କାଠ ଦର୍ଶନ ବନ୍ଦ । ବାହାର କାଠ ନିକଟରୁ ହେବ ସର୍ବସାଧାରଣ ଦର୍ଶନ। ଶ୍ରୀମନ୍ଦିର ଭିତରେ କୋଭିଡ୍ ଗାଇଡଲାଇନ ଅନୁପାଳନ ନେଇ ଗଠନ ହେବ ତିନୋଟି ଟିମ୍। ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ତିନୋଟି ଟିମ୍ ମିଳିତ ଭାବେ ଏନଫୋର୍ସମେଣ୍ଟ କରିବେ। ସପ୍ତାହରେ ଦୁଇଦିନ ଅର୍ଥାତ ଶନିବାର ଓ ରବିବାର ଶ୍ରୀମନ୍ଦିର ବନ୍ଦ ରହିବ। ଏହି ସମୟରେ ଶ୍ରୀମନ୍ଦିର ଭିତରବେଢା, ସ୍ବତନ୍ତ୍ର ବ୍ୟାରିକେଡ, ବଡଦାଣ୍ଡ ଆଦି ସାନିଟାଇଜେସନ କରାଯିବ ।

ସେହିପରି ଶ୍ରୀମନ୍ଦିରରେ ଗୁଟୁଖା ଏବଂ ପାନ ଛେପ ପକାଇବାକୁ ନିଷେଧ କରାଯାଇଛି । ଯେଉଁମାନେ ନିୟମ ଉଲଙ୍ଘନ କରିବେ ସେମାନଙ୍କୁ ତଣ୍ଡ ବାବଦରେ 500 ଟଙ୍କା ଗଣିବାକୁ ପଡିବ ବୋଲି ନୂଆ ଗାଇଡଲାଇନରେ କଡାକଡି ଭାବେ ଉଲ୍ଲେଖ କରାଯାଇଛି । ଏଥିସହ ପଲିଥିନ ବ୍ୟବହାରକାରୀଙ୍କୁ 100 ଟଙ୍କା ଜରିମାନା ଗଣିବାକୁ ପଡିବ । ମନ୍ଦିର ମଧ୍ୟରେ ଦୀପ ଜାଳିବା ଉପରେ ମଧ୍ୟ ରୋକ ଲଗାଯାଇଛି । ଏହିସବୁ ନିୟମ ଆସନ୍ତା 19ରୁ ଲାଗୁ କରିବାକୁ ନିଷ୍ପତ୍ତି ନିଆଯାଇ ଥିବାବେଳେ ଆଗାମୀ ୨୪ ତାରିଖ ଶନିବାର ଠାରୁ ସପ୍ତାହରେ ଦୁଇଦିନ ଶ୍ରୀମନ୍ଦିର ବନ୍ଦ ରହିବ ବୋଲି ଭର୍ଚ୍ଚୁଆଲ ବୈଠକରେ ନିଷ୍ପତ୍ତି ନିଆଯାଇଛି ।

ଦେଶରେ କୋରୋନାର ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଯାଇ ଥିବାବେଳେ ଶ୍ରୀମନ୍ଦିରରେ ସମ୍ପୂର୍ଣ୍ଣ କୋରୋନା କଟକଣା ସହ ମହାପ୍ରଭୁଙ୍କ ନୀତିକାନ୍ତି କରାଯିବା ସହ ସାଧାରଣ ଦର୍ଶନକୁ କଟକଣା ମଧ୍ୟରେ କରାଯିବା ନିଷ୍ପତ୍ତି ନିଆଯାଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Apr 16, 2021, 9:31 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.