ETV Bharat / state

ରଥଯାତ୍ରାକୁ ନେଇ ଶଙ୍କରାଚାର୍ଯ୍ୟଙ୍କ ବାର୍ତ୍ତା

author img

By

Published : Jun 20, 2020, 10:49 PM IST

Updated : Jun 21, 2020, 1:25 AM IST

ରଥଯାତ୍ରା ବନ୍ଦ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଜଗତଗୁରୁ ଶଙ୍କରାଚାର୍ଯ୍ୟ । ରଥ ଯାତ୍ରା ଅୟୋଜନ ପ୍ରସଙ୍ଗ ଉପରେ ସୁପ୍ରିମକୋର୍ଟ ପୁଣି ଥରେ ପୁନର୍ବିଚାର କରିବା ସହ ପୁରୀ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ଲୋଡ଼ନ୍ତୁ ବୋଲି କହିଛନ୍ତି ଶଙ୍କରାଚାର୍ଯ୍ୟ । ଅଧିକ ପଢନ୍ତୁ..

shankaracharya-reacted-again-to-the-issue-of-rath-yatra
ରଥଯାତ୍ରାକୁ ନେଇ ଶଙ୍କରାଚାର୍ଯ୍ୟଙ୍କ ବାର୍ତ୍ତା

ପୁରୀ: ରଥଯାତ୍ରା ବନ୍ଦ ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ନେଇ ପୁଣି ପ୍ରତିକ୍ରିୟା ରଖିଛନ୍ତି ଜଗତଗୁରୁ ଶଙ୍କରାଚାର୍ଯ୍ୟ । ସେ କହିଛନ୍ତି ମହାପ୍ରଭୁ ରଥଯାତ୍ରା ବନ୍ଦ ହେବା ଉଚିତ ନୁହେଁ । ଏହି ନିଷ୍ପତ୍ତି ର ପୁନର୍ବିଚାର ପୁଣି କୋର୍ଟ କରନ୍ତୁ ।

ଅନ୍ୟପଟେ ଧର୍ମୀୟ ନିଷ୍ପତ୍ତି କ୍ଷେତ୍ରରେ କୋର୍ଟ ସର୍ବୋଚ୍ଚ ଧର୍ମ ଗୁରୁଙ୍କ ପରାମର୍ଶ ନେବା ଉଚିତ୍ । ଏହା ଦ୍ୱାରା ପରମ୍ପରା ରକ୍ଷା ସହ ଆଇନ ପରିଧି ଭିତରେ ସବୁ କିଛି ପରମ୍ପରା ହୋଇ ପାରିବ । ତେଣୁ ରଥ ଯାତ୍ରା ଅୟୋଜନ ପ୍ରସଙ୍ଗ ଉପରେ ସୁପ୍ରିମକୋର୍ଟ ପୁଣି ଥରେ ପୁନର୍ବିଚାର କରିବା ସହ ପୁରୀ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ଲୋଡ଼ନ୍ତୁ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Jun 21, 2020, 1:25 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.