ETV Bharat / state

ନାମାଙ୍କନ ଭରିଲେ ସଞ୍ଜୟ ଦାସବର୍ମା - puri

ବ୍ରହ୍ମଗିରି ଆସନ ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିଜେଡି ପ୍ରାର୍ଥୀ ସଞ୍ଜୟ ଦାସବର୍ମା । ନାମାଙ୍କନ ଦାଖଲ ପୂର୍ବରୁ ସେ ପ୍ରଭୁ ଅଲାରନାଥଙ୍କ ଠାରୁ ଆର୍ଶୀବାଦ ନେଇଥିଲେ ।

ଫଟୋ ସୌଜନ୍ୟ: ପ୍ରତିନିଧି, ବ୍ରହ୍ମଗିରି
author img

By

Published : Apr 2, 2019, 7:09 PM IST

Updated : Apr 2, 2019, 9:46 PM IST

ବ୍ରହ୍ମଗିରି: ପ୍ରାର୍ଥୀପତ୍ର ଦାଖଲ ପୂର୍ବରୁ ପ୍ରଭୁ ଅଲାରନାଥଙ୍କ ଠାରେ ପୂଜାର୍ଚ୍ଚନା କରି ଆର୍ଶୀବାଦନେଇଛନ୍ତି ବିଜେଡିର ବିଧାନସଭା ପ୍ରାର୍ଥୀ ସଞ୍ଜୟ ଦାସବର୍ମା । ପରେ ବିରାଟ ଶୋଭାଯାତ୍ରାରେ ବାହାରି ନାମାଙ୍କନ ଦାଖଲ କରିଛନ୍ତି ଶ୍ରୀ ଦାସବର୍ମା । ନାମାଙ୍କନ ଦାଖଲ ସମୟରେ ତାଙ୍କ ସହ ବହୁ ବିଜେଡି କର୍ମୀ ଉପସ୍ଥିତ ଥିଲେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବ୍ରହ୍ମଗିରି

ଚଳିତ ବର୍ଷ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳ ପାଇଁ ସଞ୍ଜୟ ଦାସବର୍ମାଙ୍କୁ ଦଳ ପ୍ରାର୍ଥୀ କରିଛି । ସେ ଲଗାତାର 2ଥର ଭାବେ ଏହି ଆସନ ପାଇଁ ବିଜେଡିରୁ ଟିକେଟ୍ ପାଇଆସୁଛନ୍ତି । ଏଥର ନିର୍ବାଚନ ଜିତିଲେ ଅସମ୍ପୂର୍ଣ୍ଣ କାମକୁ ଶେଷ କରିବେ ବୋଲି ପ୍ରତିଶୃତି ଦେଇଥିଲେ ଶ୍ରୀ ଦାସବର୍ମା । ପୁରୀର ବ୍ରହ୍ମଗିରି ନିର୍ବାଚନ ମଣ୍ଡଳ ଏକ ଚର୍ଚ୍ଚିତ ମଣ୍ଡଳ ଭାବେ ଜଣାଶୁଣା । ଏଠାରେ ଲଗାତାର ବିଜେଡିକୁ କ୍ଷମତାକୁ ଆସୁଛି । ତେବେ ଏଥର ନିର୍ବାଚନ ଉପରେ ସମସ୍ତଙ୍କ ନଜର ରହିଛି ।

ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ

Intro:Body:

2875814
ନାରୀ ସଶକ୍ତ ହେଲେ ଅନ୍ୟମାନଙ୍କୁ ସଶକ୍ତ କରିପାରିବ
କୌଶଲ୍ୟା ଯଦି ସାଂସଦ ଭାବେ ନିର୍ବାଚିତ ହୁଅନ୍ତି ତେବେ ସେ ଶିକ୍ଷା ଏବଂ ନାରୀ ସଶକ୍ତିକରଣ ଦିଗରେ କାର୍ଯ୍ୟ କରିବେ। ଅଧିକରୁ ଅଧିକ ଆଦିବାସୀ ବାଳିକାଙ୍କୁ ଉଚିତ ଶିକ୍ଷା ଓ ସ୍ୱାସ୍ଥ୍ୟର ମୌଳିକ ସୁବିଧା ଯୋଗାଇ ଦେବା ପାଇଁ ଆପ୍ରାଣ ଉଦ୍ୟମ କରିବେ ବୋଲି କୌଶଲ୍ୟା ଦୃଢୋକ୍ତି ପ୍ରକାଶ କରିଛନ୍ତି।

Conclusion:
Last Updated : Apr 2, 2019, 9:46 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.