ETV Bharat / state

ପୁରୀରେ ଆନ୍ତର୍ଜାତୀୟ ବିମାନ ବନ୍ଦର ପ୍ରସ୍ତାବ ସ୍ୱାଗତଯୋଗ୍ୟ; ସଞ୍ଜୟ ଦାସବର୍ମା

author img

By

Published : Jan 1, 2021, 7:25 PM IST

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପୁରୀରେ ଆନ୍ତର୍ଜାତୀୟ ବିମାନ ବନ୍ଦର କରିବା ପ୍ରସ୍ତାବକୁ ଓଡିଶା ଯୋଜନା ବୋର୍ଡ ଅଧ୍ୟକ୍ଷ ସଞ୍ଜୟ ଦାସବର୍ମା ସ୍ୱାଗତ କରିଛନ୍ତି । ଅଧିକ ପଢନ୍ତୁ...

ପୁରୀରେ ଆନ୍ତର୍ଜାତୀୟ ବିମାନ ବନ୍ଦର ପ୍ରସ୍ତାବ ସ୍ୱାଗତ ଯୋଗ୍ୟ; ସଞ୍ଜୟ ଦାସବର୍ମା

ପୁରୀ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପୁରୀ ରେ ଆନ୍ତର୍ଜାତୀୟ ବିମାନ ବନ୍ଦର କରିବା ପ୍ରସ୍ତାବକୁ ଓଡିଶା ଯୋଜନା ବୋର୍ଡ ଅଧ୍ୟକ୍ଷ ସଞ୍ଜୟ ଦାସବର୍ମା ସ୍ୱାଗତ କରିଛନ୍ତି । ନିଜ ବାସ ଭବନରେ ସାମ୍ବାଦିକଙ୍କୁ ଏହି ବିଷୟରେ ସୂଚନା ଦେଇ ଶ୍ରୀ ଦାସବର୍ମା କହିଛନ୍ତି ଯେ, ପୁରୀ ବିଶ୍ୱ ମାନଚିତ୍ରରେ ଶ୍ରୀ ଜଗନ୍ନାଥଙ୍କ ପାଇଁ ସ୍ୱତନ୍ତ୍ର ସ୍ଥାନ ରଖେ ।

ଏଥି ସହିତ ଏହାର ଆଖପାଖ ଅଞ୍ଚଳରେ ବିଭିନ୍ନ ପର୍ଯ୍ୟଟନ ଓ ଐତିହ୍ୟ ସ୍ଥଳ ମଧ୍ୟ ରହିଛି । ଯାହାକି, ବିଶ୍ୱ ପର୍ଯ୍ୟଟନ ପାଇଁ ଦ୍ୱାର ଉନ୍ମୁକ୍ତ କରିବ । ଏହାଦ୍ବାରା ଦେଶକୁ ବୃହତ ଅର୍ଥନୈତିକ ଫାଇଦା ମିଳିବ । ଏହାକୁ ପ୍ରଧାନମନ୍ତ୍ରୀ ସହୃଦୟର ସହ ଗ୍ରହଣ କରିବେ ବୋଲି, ସେ ଆଶାପ୍ରକଟ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ନୂଆ ବର୍ଷରେ ଏହି ନିଷ୍ପତ୍ତି ଓଡିଶାର ବିକାଶକୁ ଆହୁରି ଆଗକୁ ନେବ ବୋଲି ସେ କହିଛନ୍ତି ।

ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.