ETV Bharat / state

ବାଲୁକା କଳାରେ ଗଣତନ୍ତ୍ର ଦିବସର ଶୁଭେଚ୍ଛା - Sand artist manas sahoo

ବାଲୁକା କଳା ମାଧ୍ୟମରେ ଗଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇଛନ୍ତି ବାଲୁକା ଶିଳ୍ପୀ ମାନସ କୁମାର ସାହୁ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

republic day celebration
ବାଲୁକାକଳାରେ ଗଣତନ୍ତ୍ର ଦିବସର ଶୁଭେଚ୍ଛା
author img

By

Published : Jan 26, 2020, 8:03 AM IST

ପୁରୀ: 71 ତମ ଗଣତନ୍ତ୍ର ଦିବସକୁ ନେଇ ସାରା ଦେଶରେ ଉତ୍ସାହର ମାହୋଲ । ଏହି ଅବସରରେ ବାଲୁକା କଳା ମାଧ୍ୟମରେ ଗଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇଛନ୍ତି ବାଲୁକା ଶିଳ୍ପୀ ମାନସ କୁମାର ସାହୁ ।

ବାଲୁକାକଳାରେ ଗଣତନ୍ତ୍ର ଦିବସର ଶୁଭେଚ୍ଛା

ସେ ବାଲୁକାକଳାରେ ତ୍ରିରଙ୍ଗା ସହ ଇଣ୍ଡିଆ ଗେଟ, ଲାଲକିଲ୍ଲା ସମେତ କୋଣାର୍କ, ତାଜମହଲ ଭଳି ସ୍ଥାପତ୍ୟକୁ ସ୍ଥାନ ଦେଇଛନ୍ତି । ଦେଶର ବିକାଶ ପାଇଁ ସମସ୍ତ ନାଗରିକ ଆଗେଇ ଆସିବା ସହ ଦେଶରେ ଶାନ୍ତି, ସଦଭାବନା, ଭାଇଚାରା ସମ୍ପର୍କ ବଜାଇରଖିବା ନିମନ୍ତେ ସମସ୍ତେ ଉଦ୍ୟମ କରିବା ଆବଶ୍ୟକ ବୋଲି ବାଲୁକା ଶିଳ୍ପୀ ମାନସ ସାହୁ ବାର୍ତ୍ତା ଦେଇଛନ୍ତି ।

ପୁରୀ ଲାଇଟ ହାଉସ ବେଳାଭୂମିରେ ଏହି ଆକର୍ଷଣୀୟ ବାଲୁକାକଳାଟିକୁ ସେ ଗଢିଛନ୍ତି । 15 ଫୁଟର ଏହି ବାଲୁକାକଳାରେ 15 ଟନ ବାଲି ଲାଗିଥିବା ବେଳେ 7 ଘଣ୍ଟା ସମୟ ଲାଗିଥିବା ସେ କହିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.