ETV Bharat / state

ଜିଲ୍ଲାପାଳଙ୍କ ଶ୍ରୀଜଗନ୍ନାଥ ଷ୍ଟାଡିୟମ ଓ ଜିଲ୍ଲା ସ୍ପୋର୍ଟସ କମ୍ପ୍ଲେକ୍ସ ନିର୍ମାଣ କାର୍ଯ୍ୟ ସମୀକ୍ଷା

author img

By

Published : Aug 4, 2020, 7:57 PM IST

ପୁରୀ ଜିଲ୍ଲାପାଳ ବଲଓ୍ବନ୍ତ ସିଂ ପେଣ୍ଠକଟା ନିକଟସ୍ଥିତ ଶ୍ରୀଜଗନ୍ନାଥ ଷ୍ଟାଡିୟମ ନିର୍ମାଣ ସ୍ଥାନ ବୁଲି ଦେଖିବା ସହ କାର୍ଯ୍ୟର ଅଗ୍ରଗତି ସଂପର୍କରେ ସମୀକ୍ଷା କରିଛନ୍ତି । ପ୍ରାୟ ୧୪ ଏକର ପରିମିତ ଅଞ୍ଚଳରେ ଏହି ଷ୍ଟାଡିୟମ ନିର୍ମାଣ ହେବ । ପଢନ୍ତୁ ସମ୍ପୂର୍ଣ୍ଣ ଖବର..

ଜିଲ୍ଲାପାଳଙ୍କ ଶ୍ରୀଜଗନ୍ନାଥ ଷ୍ଟାଡିୟମ ଓ ଜିଲ୍ଲା ସ୍ପୋର୍ଟସ କମ୍ପ୍ଲେକ୍ସ ନିର୍ମାଣ କାର୍ଯ୍ୟ ସମୀକ୍ଷା
ଜିଲ୍ଲାପାଳଙ୍କ ଶ୍ରୀଜଗନ୍ନାଥ ଷ୍ଟାଡିୟମ ଓ ଜିଲ୍ଲା ସ୍ପୋର୍ଟସ କମ୍ପ୍ଲେକ୍ସ ନିର୍ମାଣ କାର୍ଯ୍ୟ ସମୀକ୍ଷା

ପୁରୀ: ଜିଲ୍ଲାପାଳ ବଲଓ୍ବନ୍ତ ସିଂ ପେଣ୍ଠକଟା ନିକଟସ୍ଥିତ ଶ୍ରୀଜଗନ୍ନାଥ ଷ୍ଟାଡିୟମ ନିର୍ମାଣ ସ୍ଥାନ ବୁଲି ଦେଖିବା ସହ କାର୍ଯ୍ୟର ଅଗ୍ରଗତି ସଂପର୍କରେ ସମୀକ୍ଷା କରିଛନ୍ତି । ପ୍ରାୟ ୧୪ ଏକର ପରିମିତ ଅଞ୍ଚଳରେ ଏହି ଷ୍ଟାଡିୟମ ନିର୍ମାଣ ହେବ । ଓ୍ବାର୍କସପ ସଂସ୍ଥା ପକ୍ଷରୁ ନିର୍ମାଣ କାର୍ଯ୍ୟ ଜାରି ରହିଛି । ଏହି ଷ୍ଟାଡିୟମରେ ଇନଡୋର ଷ୍ଟାଡିୟମ ଓ ଗ୍ୟାଲେରୀ, ଆଉଟ୍ ଡ଼ୋର୍ ଓ କ୍ରିକେଟ ଷ୍ଟାଡିୟମ, ସୁଇମିଂ ପୁଲ, ଜିମ୍ନାସିୟମ, ଜଳ ଫୁଆରା, ୱାକିଂ ପାଥ, ପାଚେରୀ ଆଦି ନିର୍ମାଣ ହେବ। ଘଣ୍ଟାପ୍ରତି ପ୍ରାୟ ୨୨୦ କିଲୋମିଟର ପବନ ବେଗ ଥିବା ଝଡକୁ ସହ୍ୟ କରିବା କ୍ଷମତା ଥିବା ଭଳି ନିର୍ମାଣ କାର୍ଯ୍ୟ ଜାରି ରହିଛି ।

ନିର୍ମାଣ କାର୍ଯ୍ୟକୁ ତ୍ବରାନ୍ବିତ କରିବାକୁ ଜିଲ୍ଲାପାଳ ଉକ୍ତ ସଂସ୍ଥାକୁ ନିର୍ଦ୍ଦେଶ ଦେଇଛନ୍ତି । ସେହିଭଳି ଜିଲ୍ଲା ସ୍ପୋର୍ଟସ କମ୍ପ୍ଳେକ୍ସର ମରାମତି ସହ ନୂତନ ଭାବେ ଶହେ ଶଯ୍ୟା ବିଶିଷ୍ଟ କ୍ରିଡା ଛାତ୍ରାବାସ ନିର୍ମାଣ ହେବ । ଛାତ୍ରାବାସ ନିର୍ମାଣ ବ୍ୟତୀତ ବର୍ତ୍ତମାନ ଥିବା କମ୍ପ୍ଳେକ୍ସର ମରାମତି, ଶୌଚାଳୟ ନିର୍ମାଣ, ସୁରକ୍ଷା କର୍ମୀ ରହିବା ସ୍ଥାନ ଏବଂ ୧୦ଟି ପୃଥକ ସ୍ପୋର୍ଟସ ରୁମ ତିଆରି ହେବ । ପ୍ରାଥମିକ ବୈଷୟିକ କାର୍ଯ୍ୟ ଶେଷ କରି ନିର୍ମାଣ କାମ ତିଆରି ପାଇଁ ଜିଲ୍ଲାପାଳ ପୂର୍ତ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଅବସରରେ ଜିଲ୍ଲା କ୍ରିଡା ଅଧିକାରୀ ଚନ୍ଦନ କୁମାର ସାହୁ, ସହାୟକ ନିର୍ବାହୀ ଯନ୍ତ୍ରୀ ଘନଶ୍ୟାମ ପଣ୍ଡା ଓ ଅଜୟ ସେନାପତି ପ୍ରମୁଖ ଉପସ୍ଥିତ ଥିଲେ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.