ETV Bharat / state

ଶ୍ରୀପଞ୍ଚମୀରେ ରଥଯାତ୍ରା ପାଇଁ ହେବ ରଥ କାଠ ପୂଜା - puri

ଆଜି ପବିତ୍ର ଶ୍ରୀ ପଞ୍ଚମୀ ତିଥି ଅବସରରେ ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା ପାଇଁ ରଥ କାଠକୁ ପୂଜାର୍ଚ୍ଚନା କରାଯିବ | ଏଥିପାଇଁ ନୟାଗଡ ବନଖଣ୍ଡରୁ ଆସିଥିବା କାଠ ମଧ୍ୟରୁ ତିନିଖଣ୍ଡ 12 ଫୁଟିଆ ଧଉରା କାଠକୁ ରଥଖଳାରେ ରଖାଯାଇ ଆଜି ପୂଜା କରାଯିବ |  ପରମ୍ପରା ଅନୁସାରେ ରାଜପୁରୋହିତ ଓ ବ୍ରାହ୍ମଣଙ୍କ ଦ୍ବାରା ହେବ ପୂଜା ।

ଫଟୋ ସୌଜନ୍ୟ : ସମ୍ବାଦଦାତା, ପୁରୀ
author img

By

Published : Feb 10, 2019, 11:33 AM IST

ପୁରୀ: ଆଜି ପବିତ୍ର ଶ୍ରୀ ପଞ୍ଚମୀ ତିଥି ଅବସରରେ ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା ପାଇଁ ରଥ କାଠକୁ ପୂଜାର୍ଚ୍ଚନା କରାଯିବ | ଏଥିପାଇଁ ନୟାଗଡ ବନଖଣ୍ଡରୁ ଆସିଥିବା କାଠ ମଧ୍ୟରୁ ତିନିଖଣ୍ଡ 12 ଫୁଟିଆ ଧଉରା କାଠକୁ ରଥଖଳାରେ ରଖାଯାଇ ଆଜି ପୂଜା କରାଯିବ | ପରମ୍ପରା ଅନୁସାରେ ରାଜପୁରୋହିତ ଓ ବ୍ରାହ୍ମଣଙ୍କ ଦ୍ବାରା ସ୍ବତନ୍ତ୍ର ପୂଜା ମା ସରସ୍ବତୀଙ୍କ ନିକଟରେ କରା ଯିବାପରେ ରଥଖଳାରେ ତିନିଖଣ୍ଡ ଧଉରା କାଠକୁ ରାଜଗୁରୁ ଓ ବ୍ରାହ୍ମଣମାନେ ବନ୍ଦାପନା ସହିତ ପୂଜା କରିବେ |

ଭିଡିଓ ସୌଜନ୍ୟ : ସମ୍ବାଦଦାତା, ପୁରୀ
undefined

ଚଳିତ ବର୍ଷ ରଥଯାତ୍ରା କିଭଳି ଶାନ୍ତି ଶୃଙ୍ଖଳାର ସହିତ ଶେଷ ହେବ ସେନେଇ ଶ୍ରୀଜୀଉଙ୍କ ନିକଟରେ ପ୍ରାର୍ଥନା କରାଯିବ | ପ୍ରଥମ ପର୍ଯ୍ୟାୟ ରଥକାଠ ନୟାଗଡ ବନଖଣ୍ଡରୁ ଚଳିତ ମାସ 4 ତାରିଖରେ ପୁରୀରେ ପହଞ୍ଚିଥିଲା। 2 ଟ୍ରକ ରଥକାଠ ସହ ମୋଟ 57 ଖଣ୍ଡ କାଠ ଆସିଛି ।2ଟି ଟ୍ରକରେ 20 ଫୁଟିଆ ଧଉରା 4ଟି ,12 ଫୁଟିଆ ଧଉରା 22ଟି ,20 ଫୁଟିଆ ଅସନ 11ଟି ଓ 12 ଫୁଟିଆ ଅସନ 20 ଟି ଆସିଛି ।ରଥଯାତ୍ରା ପାଇଁ 670 ଖଣ୍ଡ ରଥକାଠ ଆବଶ୍ୟକ ।

ସେପଟେ ଆଉ ଗୋଟିଏ ଟ୍ରିପ ରଥକାଠ କଟକ ଖପୁରିଆ କରତକଳକୁ ଚିରଟ ପାଇଁ ପଠାଯାଇଛି । ଶ୍ରୀରାମ ନବମୀ ଦିନ ଚିରଟ କରାଯିବ । ପ୍ରଥମେ ଶ୍ରୀପଞ୍ଚମୀ ବା ସରସ୍ବତୀ ପୂଜା ଦିନ ରଥ ଖଳାରେ ତିନିଟି କାଠକୁ ପୂଜାର୍ଚ୍ଚନା କରାଯିବାର ବିଧି ରହିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:Body:

ଶ୍ରୀପଞ୍ଚମୀରେ ରଥଯାତ୍ରା ପାଇଁ ହେବ ରଥ କାଠ ପୂଜା

ପୁରୀ:  ଆଜି ପବିତ୍ର ଶ୍ରୀ ପଞ୍ଚମୀ ତିଥି ଅବସରରେ ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା ପାଇଁ ରଥ କାଠକୁ ପୂଜାର୍ଚ୍ଚନା କରାଯିବ | ଏଥିପାଇଁ ନୟାଗଡ ବନଖଣ୍ଡରୁ ଆସିଥିବା କାଠ ମଧ୍ୟରୁ ତିନିଖଣ୍ଡ 12 ଫୁଟିଆ ଧଉରା କାଠକୁ ରଥଖଳାରେ ରଖାଯାଇ ଆଜି ପୂଜା କରାଯିବ |  ପରମ୍ପରା ଅନୁସାରେ ରାଜପୁରୋହିତ ଓ ବ୍ରାହ୍ମଣଙ୍କ ଦ୍ବାରା ସ୍ବତନ୍ତ୍ର ପୂଜା ମା ସରସ୍ବତୀଙ୍କ ନିକଟରେ କରା ଯିବାପରେ ରଥଖଳାରେ ତିନିଖଣ୍ଡ ଧଉରା କାଠକୁ ରାଜଗୁରୁ  ଓ ବ୍ରାହ୍ମଣମାନେ ବନ୍ଦାପନା ସହିତ ପୂଜା କରିବେ |

ଚଳିତ ବର୍ଷ ରଥଯାତ୍ରା  କିଭଳି ଶାନ୍ତି  ଶୃଙ୍ଖଳାର ସହିତ ଶେଷ ହେବ ସେନେଇ ଶ୍ରୀଜୀଉଙ୍କ ନିକଟରେ ପ୍ରାର୍ଥନା  କରାଯିବ | ପ୍ରଥମ ପର୍ଯ୍ୟାୟ ରଥକାଠ ନୟାଗଡ ବନଖଣ୍ଡରୁ ଚଳିତ ମାସ 4 ତାରିଖରେ ପୁରୀରେ ପହଞ୍ଚିଥିଲା।  2 ଟ୍ରକ ରଥକାଠ ସହ ମୋଟ 57 ଖଣ୍ଡ କାଠ ଆସିଛି ।2ଟି ଟ୍ରକରେ 20 ଫୁଟିଆ ଧଉରା 4ଟି ,12 ଫୁଟିଆ ଧଉରା 22ଟି ,20 ଫୁଟିଆ ଅସନ 11ଟି ଓ 12 ଫୁଟିଆ ଅସନ 20 ଟି ଆସିଛି ।

ରଥଯାତ୍ରା ପାଇଁ 670 ଖଣ୍ଡ ରଥକାଠ ଆବଶ୍ୟକ । ସେପଟେ ଆଉ ଗୋଟିଏ ଟ୍ରିପ ରଥକାଠ କଟକ ଖପୁରିଆ କରତକଳକୁ ଚିରଟ ପାଇଁ ପଠାଯାଇଛି । ଶ୍ରୀରାମ ନବମୀ ଦିନ ଚିରଟ କରାଯିବ । ପ୍ରଥମେ ଶ୍ରୀପଞ୍ଚମୀ ବା ସରସ୍ବତୀ ପୂଜା ଦିନ ରଥ ଖଳାରେ ତିନିଟି କାଠକୁ ପୂଜାର୍ଚ୍ଚନା କରାଯିବାର ବିଧି ରହିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ନ୍ୟୁଜ

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.