ETV Bharat / state

ରାମଚଣ୍ଡି ମନ୍ଦିରରୁ ମା’ଙ୍କ ଅଳଙ୍କାର ସହ ହୁଣ୍ଡି ବାକ୍ସ ଲୁଟ

author img

By

Published : Mar 25, 2021, 4:46 PM IST

ପୁରୀର ବାଲିଉପର ରାମଚଣ୍ଡି ମନ୍ଦିରରୁ ମା’ଙ୍କ ଅଳଙ୍କାର ସହ ହୁଣ୍ଡି ବାକ୍ସ ଲୁଟ । ଜିଲ୍ଲା ଯକ୍ଷ୍ମା ଓ ସଂକ୍ରାମକ ଚିକିତ୍ସାଳୟ ପାର୍ଶ୍ୱରେ ଥିବା ଏହି ମନ୍ଦିରକୁ ଦୁର୍ବୃତ୍ତମାନେ ଗତକାଲି ରାତିରେ ପ୍ରବେଶ କରିଥିଲେ । ଅଧିକ ପଢନ୍ତୁ...

ରାମଚଣ୍ଡୀ ମନ୍ଦିରରୁ ମା’ଙ୍କ ଅଳଙ୍କାର ସହ ହୁଣ୍ଡି ବାକ୍ସ ଲୁଟ

ପୁରୀ: ମନ୍ଦିରରେ ମା’ଙ୍କ ଅଳଙ୍କାର ସହ ହୁଣ୍ଡି ବାକ୍ସ ଲୁଟ । ଏଭଳି ଘଟଣା ଘଟିଛି ପୁରୀର ବାଲିଉପର ରାମଚଣ୍ଡି ମନ୍ଦିରରେ । ଜିଲ୍ଲା ଯକ୍ଷ୍ମା ଓ ସଂକ୍ରାମକ ଚିକିତ୍ସାଳୟ ପାର୍ଶ୍ୱରେ ଥିବା ଏହି ମନ୍ଦିରକୁ ଦୁର୍ବୃତ୍ତମାନେ ଗତକାଲି ରାତିରେ ପ୍ରବେଶ କରିଥିଲେ ।

ମନ୍ଦିରରେ ଥିବା ହୁଣ୍ଡି ଦାନବାକ୍ସ ସହ ମାଙ୍କ ସୁନା ଓ ରୂପା ହାର, ପାଟ ଓ ଅନ୍ୟାନ୍ୟ ସାମଗ୍ରୀ ଚୋରି କରି ଫେରାର ହୋଇଯାଇଛନ୍ତି । ଆଜି ସକାଳୁ ପୂଜକ ମନ୍ଦିର ଖୋଲିବା ପରେ ଚୋରି ହୋଇଥିବା ଜାଣି କୁମ୍ଭାରପଡା ଥାନାକୁ ଖବର ଦେଇଥିଲେ । ସିଟି ଡ଼ି.ଏସ.ପି, କୁମ୍ଭାରପଡା ଥାନା ଆଇଆଇସି ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ବାଲିଉପର ବସ୍ତିର ନିଶାଖୋର ଦୁର୍ବୃତ୍ତ ରାମଚଣ୍ଡି ମନ୍ଦିରରେ ଏଭକି ଚୋରି କରିଥିବା ସନ୍ଦେହ କରାଯାଉଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.