ETV Bharat / state

ସିଦ୍ଧମହାବୀର ରେଳ ଓଭରବ୍ରିଜ ନିର୍ମାଣ ଘଟଣା, ଜିଲ୍ଲାପାଲଙ୍କୁ ବିସ୍ଥାପିତଙ୍କ ଦାବିପତ୍ର - sidhmahavir railway over bridge construction

ପୁରୀ କୋଣାର୍କ ରାସ୍ତାର ସିଦ୍ଧମହାବୀର ରେଲୱେ ଫାଟକରେ ଏକ ରେଲୱେ ଓଭରବ୍ରିଜ ନିର୍ମାଣ ହେବାକୁ ଯାଉଛି । ଏନେଇ ସେଠାରେ ଥିବା ଦୋକାନକୁ ଉଛେଦ କରାଯିବ ବୋଲି ଘୋଷଣା କରାଯାଇଛି । ତେବେ ସ୍ଥାନୀୟ ଲୋକଙ୍କୁ ଥଇଥାନ ନକରି ଏପରି ହଠାତ ଉଛେଦ କରିବା ନେଇ ବିସ୍ଥାପିତମାନେ ଆନ୍ଦୋଳନ କରିଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ସିଧମହାବୀର ରେଲୱେ ଓଭର ବ୍ରିଜ ନିର୍ମାଣ ନେଇ ବିସ୍ଥାପିତଙ୍କ ଆନ୍ଦୋଳନ
ସିଧମହାବୀର ରେଲୱେ ଓଭର ବ୍ରିଜ ନିର୍ମାଣ ନେଇ ବିସ୍ଥାପିତଙ୍କ ଆନ୍ଦୋଳନ
author img

By

Published : Jan 28, 2020, 7:18 PM IST

ପୁରୀ: ପୁରୀ କୋଣାର୍କ ରାସ୍ତାର ସିଦ୍ଧମହାବୀର ରେଲୱେ ଫାଟକରେ ଏକ ରେଲୱେ ଓଭରବ୍ରିଜ ନିର୍ମାଣ ନେଇ ସର୍ଭେ ଆରମ୍ଭ ହୋଇଛି । ତେବେ ଏଥିରେ ବିସ୍ଥାପିତ ହେବାକୁ ଥିବା ବ୍ୟବସାୟୀମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି । ସରକାର କୌଣସି ଥଇଥାନ ବ୍ୟବସ୍ଥା ନକରି ଯେଉଁ ଉଛେଦ ଆରମ୍ଭ ଯୋଜନା କରିଛନ୍ତି ତାକୁ ନେଇ ତୀବ୍ର ପ୍ରତିବାଦର ସ୍ବର ଉଠିଛି ।

ସିଧମହାବୀର ରେଲୱେ ଓଭର ବ୍ରିଜ ନିର୍ମାଣ ନେଇ ବିସ୍ଥାପିତଙ୍କ ଆନ୍ଦୋଳନ

ଏହାକୁ ନେଇ ଶହ ଶହ ବ୍ୟବସାୟୀ ପୁରୀ ଜିଲାପାଳଙ୍କ କର୍ଯ୍ୟାଳୟ ଆଗରେ ନିଜର ଦାବି ନେଇ ନାରାବାଜି ଦେଇଥିବା ବେଳେ ଜିଲାପାଳଙ୍କୁ ଏକ ଦାବି ପତ୍ର ଦିଆଯାଇଛି । 3 ଶହ ବ୍ୟବସାୟୀ ରେଲୱେ ଓଭର ବ୍ରିଜ ନିର୍ମାଣ ଯୋଗୁଁ କ୍ଷତିଗ୍ରସ୍ତ ହେଉଛନ୍ତି । ସେପଟେ ଶ୍ରୀମନ୍ଦିର ସୁରକ୍ଷା ଜୋନ ଉଛେଦ ବେଳେ ପ୍ୟାକେଜ ଅନୁଯାୟୀ ଥଇଥାନ କରିବାକୁ ବ୍ୟବସାୟୀ ଦାବି କରିଛନ୍ତି ।

ବର୍ତ୍ତମାନ ଏଠାରେ ଯେଉଁ ଦୋକାନ ରହିଛି ତାହା ମାଧ୍ୟମରେ ରୋଜଗାର ହୁଏ । ଆଉ ଏହି ଦୋକାନ ଯୋଗୁଁ ପରିବାର ପ୍ରତିପୋଷଣ ହୁଏ । ଯଦି ଏଗୁଡିକ ଉଛେଦ କରାଯାଏ ତେବେ କିଭଳି ନିଜ ପିଲାଙ୍କୁ ନେଇ ଘର ଚଳାଇବେ ବିସ୍ଥାପିତ ସେନେଇ ପ୍ରଶ୍ନ କରିଛନ୍ତି ଆନ୍ଦୋଳନକାରୀ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ବିସ୍ଥାପିତ ଙ୍କ ଆନ୍ଦୋଳନBody:ପୁରୀ କୋଣାର୍କ ରାସ୍ତାର ସିଧମହାବୀର ରେଲୱେ ଫାଟକ ରେ ଏକ ରେଲୱେ ଓଭର ବ୍ରିଜ ନେଇ ସର୍ଭେ ଆରମ୍ଭ ହୋଇଛି। ତେବେ ଏଥିରେ ବିସ୍ଥାପିତ ହେବାକୁ ଥିବା ବ୍ୟବସାୟୀ ମାନେ ରାଜ ରାସ୍ତା ଓଲ୍ହାଇ ଛନ୍ତି। ସରକାର କୌଣସି ଥଇଥାନ ବ୍ୟବସ୍ଥା ନ କରି ଯେଉଁ ଉଛେଦ ଆରମ୍ଭ ଯୋଜନା କରିଛନ୍ତି ତାକୁ ନେଇ ତୀବ୍ର ପ୍ରତିବାଦ ସ୍ୱର ଉଠିଛି। ଏହାକୁ ନେଇ ସହ ସହ ବ୍ୟବସାୟୀ ପୁରୀ ଜିଲାପାଳ ଙ୍କ କର୍ଯ୍ୟଳୟ ଆଗରେ ନିଜର ଦାବି ନେଇ ନାରାବାଜି କରିଥିବା ବେଳେ ଜିଲାପାଳ ଙ୍କୁ ଏ ନେଇ ଏକ ଦାବି ପତ୍ର ଦିଆଯାଇଛି। 3 ସହ ବ୍ୟବସାୟୀ ରେଲୱେ ଓଭର ବ୍ରିଜ ଯୋଗୁ କ୍ଷତି ଗ୍ରସ୍ତ ହେଉଥିବା ବେଳେ ଶ୍ରୀମନ୍ଦିର ସୁରକ୍ଷା ଯୋନ ଉଛେଦ ବେଳେ ପ୍ୟାକେଜ ଅନୁଯାୟୀ ଥଇଥାନ କରିବାକୁ ବ୍ୟବସାୟୀ ଦାବି କରିଛନ୍ତି। କେବଳ ଦୋକାନ ଯାହା ରୋଜଗାର ହୁଏ ତାହାହିଁ କେଵଳ ପରିବାର ପ୍ରତିପୋଷଣ ମାଧ୍ୟମ ଥିବା ବେଳେ ଉଛେଦ ପରେ କୀଭଳି ନିଜ ପିଲା ଙ୍କୁ ନେଇ ଘର ଚଳାଇବେ ସେ ପ୍ରଶ୍ନ କରିଛନ୍ତି ଆନ୍ଦୋଳନ କାରୀ

ବାଇଟ,, ଜିତେନ୍ଦ୍ର ସାହୁ ,, ସମାଜସେବୀ

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ରConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.