ETV Bharat / state

ଗାନ୍ଧୀଙ୍କ ପୁରୀ ଆଗମନ ସ୍ମୃତିରେ ପଦଯାତ୍ରା - ଗାନ୍ଧୀଙ୍କ ପୁରୀ ଆଗମନ

ପୁରୀକୁ ଗାନ୍ଧିଜୀଙ୍କ ଆଗମନକୁ ଶହେ ବର୍ଷ ପୂରଣ ହୋଇସାରିଥିବାରୁ ପଦଯାତ୍ରା ଅନୁଷ୍ଠିତ ହୋଇଛି । ଅଧିକ ପଢନ୍ତୁ...

ଗାନ୍ଧୀଙ୍କ ପୁରୀ ଆଗମନ ସ୍ମୃତିରେ ପଦଯାତ୍ରା
ଗାନ୍ଧୀଙ୍କ ପୁରୀ ଆଗମନ ସ୍ମୃତିରେ ପଦଯାତ୍ରା
author img

By

Published : Mar 26, 2021, 10:49 AM IST

ପୁରୀ: ଜିଲ୍ଲାକୁ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଆଗମନକୁ ପୂରିଛି ଶହେ ବର୍ଷ । ଏହି ସୁବର୍ଣ୍ଣ ଦିନକୁ ସ୍ମରଣ କରି ପୁରୀ ବିକାଶ ପରିଷଦ ପକ୍ଷରୁ ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯିବା ସହିତ ପୁରୀ ରଲେୱେ ଷ୍ଟେସନରୁ ଏକ ପଦଯାତ୍ରା ଆରମ୍ଭ ହୋଇଛି ।

ଗାନ୍ଧୀଙ୍କ ପୁରୀ ଆଗମନ ସ୍ମୃତିରେ ପଦଯାତ୍ରା

ବାପୁ ସ୍ଵାଧୀନତା ସଂଗ୍ରାମକୁ ନେଇ ପୁରୀରେ ଆୟୋଜିତ ଏକ ବିରାଟ ଜନସଭାରେ ଉଦବୋଧନ ଦେଇଥିଲେ । ତେବେ ପୁରୀକୁ ଗାନ୍ଧୀଜୀଙ୍କ ଆଗମନର ଶତବାର୍ଷିକୀ ଅବସରରେ ପୁରୀ ବିକାଶ ପରିଷଦ ପକ୍ଷରୁ ଗାନ୍ଧୀଜୀଙ୍କ ସ୍ମୃତିରେ ଶୁକ୍ରବାର ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ହୋଇଛି । ପ୍ରଥମେ ସକାଳୁ ପୁରୀ ରେଲୱେ ଷ୍ଟେସନରୁ ଏକ ରାଲି ବାହାରି ବଡ଼ ଦାଣ୍ଡ ଦେଇ ସିଂହଦ୍ୱାରରେ ଥିବା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା ।

ପରେ ଗାନ୍ଧିଘାଟରେ ସର୍ବ ଧର୍ମ ସଭା ହୋଇଥିଲା । ଏହି ଦିବସ ଅବସରରେ ଶୁକ୍ରବାର ଗୋପବନ୍ଧୁ ଆୟୁର୍ବେଦିକ ମହାବିଦ୍ୟାଳୟରେ ଏ ନେଇ ଏକ ସଭା ଅନୁଷ୍ଠିତ ହେବ । କାର୍ଯ୍ୟକ୍ରମରେ ଗାନ୍ଧିଜୀଙ୍କ ଚେତନା ଓ ଆଦର୍ଶ ଉପରେ ଆଲୋଚନା ହେବା ସହିତ ସ୍ଵାଧୀନତା ସଂଗ୍ରାମୀଙ୍କୁ ସମ୍ବର୍ଦ୍ଧିତ କରାଯିବ ବୋଲି ଜଣାପଡିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.