ETV Bharat / state

ରଥ ସାମ୍ନାରେ ଓଡିଶୀ ନୃତ୍ୟ - ରଥ

ରଥ ସମ୍ନାରେ କିଛି ଓଡିଶୀ ନୃତ୍ୟ କଳାକାର ନିଜର ନୃତ୍ୟ ପରାକାଷ୍ଠା ପ୍ରଦର୍ଶନ କରୁଛନ୍ତି । 9 ବର୍ଷ ହେବ ରଥଯାତ୍ରାରେ ଏମାନେ ଓଡିଶୀ ନାଚୁଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ
author img

By

Published : Jul 4, 2019, 8:47 AM IST

Updated : Jul 4, 2019, 12:24 PM IST

ପୁରୀ: ବଡଦାଣ୍ଡରେ ତିନିରଥ ପ୍ରସ୍ତୁତ । ଅପେକ୍ଷା ଖାଲି ମହାପ୍ରଭୁଙ୍କୁ । ଜଗନ୍ନାଥଙ୍କୁ ଦେଖିବାକୁ ଭକ୍ତଙ୍କ ମନରେ ରହିଛି ଉତ୍ସାହ ।

ରଥ ସମ୍ନାରେ କିଛି ଓଡିଶୀ ନୃତ୍ୟ କଳାକାର ନିଜର ନୃତ୍ୟ ପରାକାଷ୍ଠା ପ୍ରଦର୍ଶନ କରୁଥିବାର ଦେଖିବାକୁ ମିଳିଛି । ଆସନ୍ତୁ ଶୁଣିବା କଣ କହୁଛନ୍ତି ଓଡିଶୀ ନୃତ୍ୟ କଳାକାର...

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ଯାଜପୁରରୁ ଓଡିଶୀ ନୃତ୍ୟକାର କ୍ରିଷ୍ଣା କାଳି ପ୍ରସାଦ ଓ ତାଙ୍କ ଦୁଇ ଜଣ ଶିଷ୍ୟା ରୂପାଲି ଓ ଅଭିପ୍ସା ଅତି ଆନନ୍ଦର ସହ ରଥ ସମ୍ନାରେ ଓଡିଶୀ କାଳା ପ୍ରଦର୍ଶନ କରୁଛନ୍ତି । 9 ବର୍ଷ ହେବ ରଥଯାତ୍ରାରେ ନୃତ୍ୟ ପ୍ରଦର୍ଶନ କରୁଥିବା କ୍ରିଷ୍ଣା କହିଛନ୍ତି । ବିନା ସଙ୍ଗିତରେ ତାଳ ମାଧ୍ୟମରେ ନାଚୁଛନ୍ତି ଏମାନେ । ଭଗବାନଙ୍କ ପାଖରେ ନୃତ୍ୟ ପରିବେଷଣ କରି ପାରୁଥିବାରୁ ଖୁସି ଅନୁଭବ କରୁଥିବା କ୍ରିଷ୍ଣା କହିଛନ୍ତି ।

ପୁରୀରୁ ତାପସ ପରିଡା, ଇଟିଭି ଭାରତ

Intro:Body:

BLANK 

Conclusion:
Last Updated : Jul 4, 2019, 12:24 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.