ପୁରୀ: 14 ଏପ୍ରିଲ୍ରେ ଓଡିଆ ନବବର୍ଷ । ଏହି ଅବସରରେ ପୁରୀ ବେଳାଭୂମିରେ ବାଲୁକାକଳା ମାଧ୍ୟମରେ ସମସ୍ତ ଓଡିଆଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ।
ତେବେ 14 ଏପ୍ରିଲ୍ ଦିନ ଓଡିଶାରେ ବଡ ଧୁମ୍ଧାମ୍ରେ ପଣା ସଂକ୍ରାନ୍ତି ମଧ୍ୟ ପାଳନ ହୁଏ ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ