ETV Bharat / state

ଅଣ ସଂକ୍ରମିତ ରୋଗ ସଚେତନତା ରଥ ଶୁଭାରମ୍ଭ - awareness programme

ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ ଅଣ ସଂକ୍ରମିତ ରୋଗ ସଂପର୍କରେ ଲୋକଙ୍କୁ ସଚେତନ କରିବା ପାଇଁ ଏକ ଅଡିଓ ଭିଜୁଆଲ ରଥର ଶୁଭାରମ୍ଭ । ଅଧିକ ପଢନ୍ତୁ...

ଅଣ ସଂକ୍ରମିତ ରୋଗ ସଚେତନତା ରଥ
ଅଣ ସଂକ୍ରମିତ ରୋଗ ସଚେତନତା ରଥ
author img

By

Published : Feb 11, 2021, 10:47 AM IST

ପୁରୀ: ଅଣ ସଂକ୍ରମିତ ରୋଗ ସମ୍ପର୍କରେ ସଚେତନତା ରଥ। ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ ଅଣ ସଂକ୍ରମିତ ରୋଗ ସଂପର୍କରେ ଲୋକଙ୍କୁ ସଚେତନ କରିବାକୁ ଏକ ଅଡିଓ ଭିଜୁଆଲ ରଥର ଶୁଭାରମ୍ଭ ହୋଇଛି ।

ଏହାକୁ ଜିଲ୍ଲା ମୁଖ୍ୟ ଚିକିତ୍ସଧିକାରୀ ଡଃ ସୁଜାତା ମିଶ୍ର ଶୁଭାରମ୍ଭ କରିଛନ୍ତି । ଏହି ସଚେତନତା ରଥ ହୃଦରୋଗ, ବୃକକ, ମଧୁମେହ ଭଳି ଅଣ ସଂକ୍ରମିତ ରୋଗ ସଂପର୍କରେ ଲୋକଙ୍କୁ ସଚେତନ କିରବ। ଏକ ମାସ ଧରି ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି।

ଏହା ୨୪୧ଟି ଗ୍ରାମାଞ୍ଚଳ ଏବଂ ପୁରୀ ସହରାଞ୍ଚଳର ୨୦ଟି ଉପକେନ୍ଦ୍ର ବୁଲି ଲୋକଙ୍କୁ ସଚେତନ କରିବ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଡଃ ଲଳିତ ଦାସ, ଡଃ ସୁଶାନ୍ତ ବିଶ୍ବାଳ, ଡିପିଏମ୍ ଟି. ନାରାୟଣ ରାଓ, ଆଶା ଏଏମ୍ ଅଶୋକ କୁମାର ସାହୁ, ପ୍ରଶାନ୍ତ ବରାଳ ପ୍ରମୁଖ ଉପସ୍ଥିତ ଥିଲେ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.