ETV Bharat / state

ପୌର ଫାଇଟ: କୋଣାର୍କ NAC ପାଇଁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଶେଷ

କୋଣାର୍କ NAC ପାଇଁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଶେଷ ହୋଇଛି । ମାର୍ଚ୍ଚ ୯ ତାରିଖରେ ସମସ୍ତ ପ୍ରାର୍ଥୀପତ୍ର ଯାଞ୍ଚ ହେବ । ଅଧିକ ପଢ଼ନ୍ତୁ

ପୌର ଫାଇଟ: କୋଣାର୍କ NAC ପାଇଁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଶେଷ
ପୌର ଫାଇଟ: କୋଣାର୍କ NAC ପାଇଁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଶେଷ
author img

By

Published : Mar 7, 2022, 7:16 PM IST

ପୁରୀ: କୋଣାର୍କ NAC ପାଇଁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଶେଷ ହୋଇଛି । ମାର୍ଚ୍ଚ ୯ ତାରିଖରେ ସମସ୍ତ ପ୍ରାର୍ଥୀପତ୍ର ଯାଞ୍ଚ ହେବ । ଏହାପରେ ବର୍ତ୍ତମାନ ପୌର ମତଦାନ ଅପେକ୍ଷାରେ ରହିଛନ୍ତି ସମସ୍ତ ପ୍ରାର୍ଥୀ । ନାମାଙ୍କନ ଦାଖଲର ଶେଷ ଦିନରେ ବିଭିନ୍ନ ଦଳର ପ୍ରାର୍ଥୀମାନେ ନିଜନିଜ ସମର୍ଥକଙ୍କ ସହ ଆସି ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି ।

ପୌର ଫାଇଟ: କୋଣାର୍କ NAC ପାଇଁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଶେଷ

ପୁରୀ ଜିଲ୍ଲା କୋଣାର୍କ NAC ପାଇଁ କଂଗ୍ରେସ ପକ୍ଷରୁ ରୂପାଲିନୀ ସ୍ୱାଇଁ, ବିଜେପି ପକ୍ଷରୁ ଚନ୍ଦ୍ରିକା ରାଉତରାୟ ଓ ବିଜେଡି ପକ୍ଷରୁ ସଂଯୁକ୍ତା ତ୍ରିପାଠୀ ନାମାଙ୍କନ ଦାଖଲ କରିଛନ୍ତି । ସେହିପରି ବିଭିନ୍ନ ଦଳ ପକ୍ଷରୁ କାଉନସିଲର ପ୍ରାର୍ଥୀମାନେ ମଧ୍ୟ ନାମାନଙ୍କ ପତ୍ର ଦାଖଲ କରିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.