ETV Bharat / state

ନାଗା ପୂଜା ପାଇଁ ଶ୍ରୀକ୍ଷେତ୍ର ଚଳଚଞ୍ଚଳ - ପୁରୀରେ ନାଗା ମୂର୍ତ୍ତିର ପୂଜା

ଦୁର୍ଗା ପୂଜା ଅବସରରେ ଶ୍ରୀକ୍ଷେତ୍ରର ବିଭିନ୍ନ ସାହିରେ ଚାଲିଛି ବିଶାଳ ନାଗା ମୂର୍ତ୍ତିର ପୂଜାର୍ଚ୍ଚନା। ଏନେଇ ଚଳଚଞ୍ଚଳ ପୁରୀ ।

ନାଗା ପୂଜାକୁ ନେଇ ଶ୍ରୀକ୍ଷେତ୍ର ଚଳଚଞ୍ଚଳ
author img

By

Published : Oct 9, 2019, 3:07 PM IST

ପୁରୀ: କୁହାଯାଏ କଟକରେ ଦୁର୍ଗା ପୂଜା ଭସାଣି ଓ ପୁରୀରେ ଗୋସାଣୀ । ଦୁର୍ଗା ପୂଜା ଅବସରରେ ଶ୍ରୀକ୍ଷେତ୍ରର ବିଭିନ୍ନ ସାହିରେ ଚାଲିଛି ବିଶାଳ ନାଗା ମୂର୍ତ୍ତିର ପୂଜାର୍ଚ୍ଚନା। ଏନେଇ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ଶ୍ରୀକ୍ଷେତ୍ରରେ ନାଗା ପୂଜାର ପରମ୍ପରା ସବୁଠୁ ନିଆରା ।

ନାଗା ପୂଜାକୁ ନେଇ ଶ୍ରୀକ୍ଷେତ୍ର ଚଳଚଞ୍ଚଳ

ପୂର୍ବରୁ ଶ୍ରୀକ୍ଷେତ୍ର ଥିଲା ପ୍ରମୁଖ ଶକ୍ତି ପୀଠ। ମହାପ୍ରଭୁ ଶ୍ରୀଜଗନ୍ନାଥ ଭୈରବ ରୂପେ ପ୍ରତିପାଦିତ ହୋଇଛନ୍ତି । ଏଣୁ ଅନେକ ଶକ୍ତି ଉପାସନା ପୀଠ ପୂର୍ବେ ଶ୍ରୀକ୍ଷେତ୍ରରେ ଗଢ଼ି ଉଠିଥିଲା । ତେବେ ନାଗା ସାଧୁ ମାନେ ସେତେବେଳେ ମଲ ବିଦ୍ୟାରେ ନିପୁଣ ହୋଇ ଏହି ଶକ୍ତି ପୀଠ ଗୁଡିକୁ ସୁରକ୍ଷା ଦେଇଥିଲେ। ସେହି ସ୍ମୃତିରେ ଦୁର୍ଗା ପୂଜା ଅବସରରେ ଶକ୍ତି ପୂଜା ସହିତ ନାଗା ପୂଜା ମଧ୍ୟ ବିଭିନ୍ନ ସାହିରେ ଅନୁଷ୍ଠିତ ହୋଇଥାଏ।
ଏହି ନାଗା ମୂର୍ତ୍ତିର ତିଆରି ବେଶ ନିଆରା । 20 ଫୁଟ ବିଶିଷ୍ଠ ବିଶାଳ ମୂର୍ତ୍ତି ହୋଇଥାଏ ଏହି ନାଗା ମୂର୍ତ୍ତି। ମସ୍ତକରେ ସିନ୍ଦୁର କଲି, 22 ପ୍ରକାର ଅସ୍ତ୍ରରେ ସଜ୍ଜିତ ସହିତ ବାହୁରେ ଏରା ପକ୍ଷୀ ପର ଧାରଣ, କଟାରୀ, ଛୁରୀ, ବ୍ୟାଘ୍ର ଛାଲ ସମେତ ଅନେକ ପାରମ୍ପରିକ ଅଳଙ୍କାର ପରିଧାନ କରିଥାନ୍ତି । ନାଗା ମୂର୍ତ୍ତିଙ୍କୁ ଶକ୍ତିମୟୀ ରୂପେ ବନ ଦୁର୍ଗା ମନ୍ତ୍ରରେ ଉପାସନା କରାଯାଏ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ନାଗା ପୂଜା କୁ ନେଇ ଶ୍ରୀକ୍ଷେତ୍ର ଚଳ ଚଞ୍ଚଳBody:ନାଗା ପୂଜା ନେଇ ଶ୍ରୀକ୍ଷେତ୍ର ଚଳ ଚଞ୍ଚଳ। ବିଭିନ୍ନ ସାହିରେ ଚାଲିଛି ବିଶାଳ ନାଗା ମୂର୍ତିର ପୂଜାର୍ଚ୍ଚନା। ଦୁର୍ଗା ପୂଜା ଅବସର ରେ ଶ୍ରୀକ୍ଷେତ୍ର ରେ ନାଗା ପୂଜା ର ପରମ୍ପରା ରହିଛି। ପୂର୍ବରୁ ଶ୍ରୀକ୍ଷେତ୍ର ଥିଲା ପ୍ରମୂଖ ଶକ୍ତି ପୀଠ। ମହାପ୍ରଭୁ ଶ୍ରୀଜଗନ୍ନାଥ ଭୈରବ ରୂପେ ପ୍ରତିପାଦିତ ହୋଇ ଛନ୍ତି। ଏଣୁ ଅନେକ ଶକ୍ତି ଉପାସନା ପୀଠ ପୂର୍ବେ ଶ୍ରୀକ୍ଷେତ୍ର ରେ ଗଢ଼ି ଉଠିଥିଲା। ତେବେ ନାଗା ସାଧୁ ମାନେ ସେତେବେଲେ ମଲ ବିଦ୍ୟା ରେ ନିପୁଣ ହୋଇ ଏହି ଶକ୍ତି ପୀଠ ଗୁଡିକୁ ସୁରକ୍ଷା ଦେଇ ଥିଲେ। ସେହି ସ୍ମୃତି ରେ ଦୁର୍ଗା ପୂଜା ଅବସର ରେ ଶକ୍ତି ପୂଜା ସହିତ ନାଗା ପୂଜା ମଧ୍ୟ ବିଭିନ୍ନ ସାହିରେ ଅନୁଷ୍ଠିତ ହୋଇଥାଏ। ଏହି ନାଗା ମୂର୍ତି ର ତିଆରି ବେଶ ନିଆରା। 20 ଫୁଟ ର ବିଶାଳ ମୂର୍ତି ହୋଇ ଥାଏ ନାଗା ମୂର୍ତି। ମସ୍ତକରେ ସିନ୍ଦୁର କଲି , 22 ପ୍ରକାର ଅସ୍ତ୍ରରେ ସଜିତ ସହିତ ବାହୁରେ ଏରା ପକ୍ଷୀ ପର ଧାରଣ , କଟାରୀ , ଛୁରୀ , ବ୍ୟାଘ୍ର ଛାଲ ସମେତ ଅନେକ ପାରମ୍ପରିକ ଅଳଙ୍କାର ପରିଧାନ କରିଥାନ୍ତି। ନାଗା ମୂର୍ତି ଗୁଡିକୁ ଶକ୍ତି ମୟୀ ରୂପେ ବନ ଦୁର୍ଗା ମନ୍ତ୍ର ରେ ଉପାସନା କରାଯାଏ।

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ରConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.