ETV Bharat / state

ପୁରୀରେ ବିଜେପିର ଜନ ଜାଗରଣ ଯାତ୍ରା; ଯୋଗଦେଲେ ସାଂସଦ ରାଜୀବ ପ୍ରତାପ ରୁଡ୍ଡୀ - ନାଗରିକତା ସଂଶୋଧନ ଆଇନ

ସିଏଏ ସପକ୍ଷରେ ଦେଶବ୍ୟାପୀ ବିଜେପି ଆରମ୍ଭ କରିଛି ଜନ ଜାଗରଣ ଯାତ୍ରା । ପୁରୀରେ ଆରମ୍ଭ କଲେ ସାଂସଦ ରାଜୀବ ପ୍ରତାପ ରୁଡ୍ଡୀ ।

PHOTO
Mp Rajiv Pratap rudy
author img

By

Published : Jan 5, 2020, 8:18 PM IST

ପୁରୀ: ନାଗରିକତା ସଂଶୋଧନ ଆଇନ(ସିଏଏ) ସମର୍ଥନରେ ବିଜେପି ଆରମ୍ଭ କରିଛି ବିଶାଳ ଜନ ଜାଗରଣ ସମାବେଶ । ଏହି କାର୍ଯ୍ୟକ୍ରମ ଜରିଆରେ ବିଜେପି ସାରା ଦେଶରେ ସିଏଏ ସପକ୍ଷରେ ଜନତାଙ୍କ ପାଖକୁ ଯାଉଛି । ଏଥିପାଇଁ ବିଜେପିର ସମସ୍ତ ଜାତୀୟସ୍ତରର ନେତା ଏହି ଅଭିଯାନରେ ସାମିଲ ହୋଇଛନ୍ତି । ଜାତୀୟ ସ୍ତରର ସଭାପତିଙ୍କ ସମେତ ଜାତୀୟ ସମ୍ପାଦକ, ସାଂସଦ ସମସ୍ତେ ଏଥିରେ ସାମିଲ ହୋଇଛନ୍ତି । ତେବେ ରବିବାର ଠାରୁ ଆରମ୍ଭ ହୋଇଥିବା ଏହି ଯାତ୍ରାରେ ପୁରୀରେ ଶୁଭାରମ୍ଭ କରିଛନ୍ତି ସାଂସଦ ତଥା ଜାତୀୟ ମୁଖପାତ୍ର ରାଜୀବ ପ୍ରତାପ ରୁଡ୍ଡୀ ।

ସିଏଏ ସପକ୍ଷରେ ଦେଶବ୍ୟାପୀ ବିଜେପି ଆରମ୍ଭ କରିଛି ଜନ ଜାଗରଣ ଯାତ୍ରା

କାର୍ଯ୍ୟକ୍ରମର ଶୁଭାରମ୍ଭ କରି ରାଜୀବ ପ୍ରତାପଙ୍କ ନେତୃତ୍ବରେ ବିଜେପି ନେତା, କର୍ମୀ ଘରକୁ ଘର ଯାଇ ଲୋକଙ୍କୁ ଆଇନ ସପକ୍ଷରେ ସଚେତନ କରିଥିଲେ । ଏହି ଅବସରରେ ରୁଡ୍ଡୀ କହିଥିଲେ "ପଡୋଶୀ ଦେଶରେ ଧର୍ମ ଉତ୍ପୀଡିନ ଶୀକର ହେଉଥିବା ଲୋକଙ୍କୁ ଏହି ଆଇନ ସହାୟତା ଦେବ । ତେଣୁ ସରକାର କୌଣସି ପରିସ୍ଥିତିରେ ପଛଘୁଞ୍ଚା ଦେବେ ନାହିଁ । ଏହି କାର୍ଯ୍ୟକ୍ରମରେ ବ୍ରହ୍ମଗିରି ବିଧାୟକ, ସତ୍ୟବାଦୀ ବିଧାୟକ ପ୍ରାର୍ଥୀଙ୍କ ସମେତ ଅନେକ କର୍ମକର୍ତ୍ତା ଯୋଗଦେଇଥିଲେ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:Caa କୁ ନେଇ ବିଜେପି ର ଅଭିଯାନBody:Caa ଆଇନ ସଂପର୍କ ରେ ବିଜେପି ଜନ ସମ୍ପର୍କ ଅଭିଯାନ ଆରଂଭ କରିଛି। ପୁରୀ ରେ ମଧ୍ୟ ଏହି କାର୍ଯ୍ୟକ୍ରମ ଆରଂଭ ହୋଇଛି। ବିଜେପି ର ବରିଷ୍ଠ ନେତା ରାଜୀବ ପ୍ରତାପ ରୁଡ଼ି ଏହି କାର୍ଯ୍ୟକ୍ରମ ପୁରୀ ରେ ଶୁଭାରମ୍ଭ କରିଛନ୍ତି। ବିଜେପି କର୍ମୀ ଓ ନେତା ମାନେ ଲୋକ ଙ୍କ ଘରକୁ ଯାଇ caa ଆଇନ କଣ ଓ ଏହା ର ପ୍ରଭାବ କଣ ରହିଛି ସେ ନେଇ ବାର୍ତା ଦେବେ। ତେବେ ବିରୋଧୀ ଯେତେ ଭ୍ରମ ସୃଷ୍ଟି କଲେ ମଧ୍ୟ caa ଆଇନ କ୍ଷେତ୍ରରେ କେନ୍ଦ୍ର ସରକାର ପଛ କୁ ହଟିବେ ନାହିଁ ବୋଲି ରାଜୀବ ପ୍ରତାପ ରୁଡ଼ି ଦୃଢ଼ ଭାବେ କହିଛନ୍ତି। ପାକିସ୍ତାନ , ବାଂଲାଦେଶ ଓ ଆଫଗାନିସ୍ତାନ ରୁ ପ୍ରତାଡୀତ ହୋଇ ଭାରତ ରେ ଶରଣାର୍ଥୀ ଥିବା ହିନ୍ଦୁ ଙ୍କୁ ନାଗରିକତା ଦିଆଯିବ।

ବାଇଟ,, ରାଜୀବ ପ୍ରତାପ ରୁଡି ,, ବିଜେପି ନେତା

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ରConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.