ETV Bharat / state

ପୁରୀ ଗସ୍ତରେ ମୋହନ ଭାଗବତ: ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କର ନେଲେ ଆଶୀର୍ବାଦ - mohan bhagwat in puri

ଆରଏସଏସ ମୁଖ୍ୟ ମୋହନ ଭାଗବତ ପୁରୀ ଗସ୍ତରେ ଆସି ପୁରୀ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ଭେଟି ଗୁରୁଜୀଙ୍କ ଆଶୀର୍ବାଦ ନେଇଛନ୍ତି। କଡା ସୁରକ୍ଷା ମଧ୍ୟରେ ପୁରୀ ଗୋବର୍ଦ୍ଧନ ପୀଠରେ ପହଞ୍ଚିବା ପରେ ପ୍ରଥମେ ମୋହନ ଭାଗବତ ଗୋବର୍ଦ୍ଧନ ପୀଠରେ ମା’ ବିମଳାଙ୍କ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଥିଲେ। ଅଧିକ ପଢନ୍ତୁ...

ପୁରୀ ଗସ୍ତରେ ମୋହନ ଭାଗବତ: ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ ନେଲେ ଆଶୀର୍ବାଦ

author img

By

Published : Aug 26, 2021, 5:52 PM IST

ପୁରୀ: ଆରଏସଏସ ମୁଖ୍ୟ ମୋହନ ଭାଗବତ ପୁରୀ ଗସ୍ତରେ ଆସି ପୁରୀ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ଭେଟି ଗୁରୁଜୀଙ୍କ ଆଶୀର୍ବାଦ ନେଇଛନ୍ତି। କଡା ସୁରକ୍ଷା ମଧ୍ୟରେ ପୁରୀ ଗୋବର୍ଦ୍ଧନ ପୀଠରେ ପହଞ୍ଚିବା ପରେ ପ୍ରଥମେ ମୋହନ ଭାଗବତ ଗୋବର୍ଦ୍ଧନ ପୀଠରେ ମା’ ବିମଳାଙ୍କ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଥିଲେ। ପରେ କିଛି ସମୟ ଜଗତଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀଙ୍କ ସହ ବିତାଇଥିଲେ। ଦେଶର ବିଭିନ୍ନ ସାମ୍ପ୍ରତିକ ପରିସ୍ଥିତି ନେଇ ଆଲୋଚନା ହୋଇଥିଲା। ଆଲୋଚନା ପରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ।

ପୁରୀ ଗସ୍ତରେ ମୋହନ ଭାଗବତ: ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ ନେଲେ ଆଶୀର୍ବାଦ
ରାଷ୍ଟ୍ରୀୟ ସ୍ବୟଂ ସେବକ ସଙ୍ଘର ମୁଖ୍ୟ ମୋହନ ଭାଗବତ ୫ ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି । ମଙ୍ଗଳବାର ସେ ଭୁବନେଶ୍ବରରେ ପହଞ୍ଚି ସାଙ୍ଗଠନିକ ସଭାରେ ଯୋଗ ଦେଇଥିଲେ । ବୁଧବାର ଦିନ RSS ମୁଖ୍ୟ ଭୁବନେଶ୍ବରର ବୁଦ୍ଧିଜୀବୀ, ବରିଷ୍ଠ ନାଗରିକଙ୍କ ସହ ବୈଠକ କରିଥିଲେ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.