ETV Bharat / state

ବଡ଼ଦାଣ୍ଡରେ ନାଚିଲେ ପୁରୀ ବିଧାୟକ

author img

By

Published : Jun 20, 2022, 9:59 PM IST

ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ବଡ଼ଦାଣ୍ଡରେ ନାଚିବା ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରଲ ହେଉଛି । ଅଧିକ ପଢନ୍ତୁ

ବଡ଼ଦାଣ୍ଡରେ ନାଚିଲେ ପୁରୀ ବିଧାୟକ
ବଡ଼ଦାଣ୍ଡରେ ନାଚିଲେ ପୁରୀ ବିଧାୟକ

ପୁରୀ: ମହାପ୍ରଭୁଙ୍କ ରଥଯାତ୍ରାକୁ ନେଇ ପୁରୀ ବଡ଼ଦାଣ୍ଡରେ ଚାଲିଛି ମାଡିଚାଲ ଭଜନ ସୁଟିଂ । ଭଜନର ତାଳେ ତାଳେ ନାଚୁଛନ୍ତି ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ । ଏହି ନାଚିବା ଭିଡିଓଟି ଏବେ ସୋସିଆଲ ମିଡିଆରେ ବେଶ ଭାଇରଲ ହେବାରେ ଲାଗିଛି ।

ବଡ଼ଦାଣ୍ଡରେ ନାଚିଲେ ପୁରୀ ବିଧାୟକ

କରୋନା ମହାମାରୀ ଯୋଗୁଁ ଦୁଇବର୍ଷ ବିନା ଭକ୍ତରେ ମହାପ୍ରଭୁଙ୍କ ରଥଯାତ୍ରା ହୋଇଥିବାବେଳେ ଚଳିତ ଥର ଭକ୍ତଙ୍କ ଗହଣରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି । ଏଥିପାଇଁ ବଡ଼ଦାଣ୍ଡରେ ଏକ ଭଜନ ସୁଟିଂ ଚାଲିଥିବାବେଳେ ଏଥିରେ ପୁରୀ ବିଧାୟକ ମଧ୍ୟ ଅଭିନୟ କରିଛନ୍ତି । ସେଥିପାଇଁ ବଡ଼ଦାଣ୍ଡରେ ଭଜନ ଓ କୀର୍ତ୍ତନର ତାଳେତାଳେ ବିଧାୟକ ନାଚୁଥିବା କହିଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.