ETV Bharat / state

ଶ୍ରୀମନ୍ଦିର ପାଣ୍ଠି ଜମା ପାଇଁ ବ୍ୟାଙ୍କର୍ସମାନଙ୍କୁ ନେଇ ବୈଠକ - srimandir bankers meeting

ଶ୍ରୀଜଗନ୍ନାଥ ମନ୍ଦିର ପାଣ୍ଠିର ଅର୍ଥରାଶିକୁ ଜମା ରଖିବା ନେଇ ବ୍ୟାଙ୍କର୍ସମାନଙ୍କୁ ନେଇ ବୈଠକ କରାଯାଇଛି । ସର୍ବାଧିକ ସୁଧ ହାରରେ ୟୁନିୟନ ବ୍ୟାଙ୍କ ଅଫ ଇଣ୍ତିଆରେ ଜମା ରଖିବା ପାଇଁ ନିଷ୍ପତି ହୋଇଛି । ଅଧିକ ପଢନ୍ତୁ...

ଶ୍ରୀମନ୍ଦିର ପାଣ୍ଠି ଜମା ପାଇଁ ବ୍ୟାଙ୍କର୍ସ ମାନଙ୍କୁ ନେଇ ବୈଠକ

author img

By

Published : Feb 25, 2021, 8:12 PM IST

ପୁରୀ : ଶ୍ରୀଜଗନ୍ନାଥ ମନ୍ଦିର ପାଣ୍ଠିର ଅର୍ଥରାଶିକୁ ଜମା ରଖିବା ନେଇ ବ୍ୟାଙ୍କର୍ସମାନଙ୍କୁ ନେଇ ବୈଠକ କରାଯାଇଛି । ସର୍ବାଧିକ ସୁଧ ହାରରେ ୟୁନିୟନ ବ୍ୟାଙ୍କ ଅଫ ଇଣ୍ତିଆରେ ଜମା ରଖିବା ପାଇଁ ନିଷ୍ପତି ହୋଇଛି । ୩୩ କୋଟି ଟଙ୍କାକୁ ୫.୨୫ ସୁଧ ହାରରେ ଏକ ବର୍ଷ ପାଇଁ ଜମା ରଖିବାକୁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛି । ଶ୍ରୀଜଗନ୍ନାଥ ଟେମ୍ପୁଲ ଫଣ୍ତରେ ଶ୍ରୀମନ୍ଦିର ଫଣ୍ତରେ ଏହି ୩୩ କୋଟି ଜମା ହେବ ।

ଶ୍ରୀମନ୍ଦିର ପାଣ୍ଠି ଜମା ପାଇଁ ବ୍ୟାଙ୍କର୍ସ ମାନଙ୍କୁ ନେଇ ବୈଠକ

କୋଭିଡ଼ ମହାମାରୀ ସମୟରେ ଭକ୍ତ ବିହୀନ ରଥଯାତ୍ରା ପରିଚାଳନାରେ ୪୭ କୋଟିର ଖର୍ଚ୍ଚ ଅତିରିକ୍ତ ଆର୍ଥିକ ବୋଝ ଶ୍ରୀମନ୍ଦିର ଆର୍ଥିକ ସଙ୍କଟ ସୃଷ୍ଟି କରିଥିଲା । ଏହି ଜରୁରୀକାଳୀନ ଅତିରିକ୍ତ ଖର୍ଚ୍ଚକୁ ଭରଣ କରିବାକୁ ଶ୍ରୀମନ୍ଦିର ପ୍ରଶାସନକୁ ରାଜ୍ୟ ସରକାର ୪୦ କୋଟିର ଅନୁଦାନ ଦେଇଥିଲେ । ଏଥିରୁ ୩୩ କୋଟି ଜାତୀୟକରଣ ବ୍ୟାଙ୍କରେ ଜମା ରଖିବାକୁ ନିଷ୍ପତ୍ତି ହୋଇଥିଲା ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.