ETV Bharat / state

ବାଲୁକାକଳାରେ ମା’ଙ୍କ ରୂପ, ଦେଶବାସୀଙ୍କୁ ଶାନ୍ତି ଓ ସମୃଦ୍ଧିର ବାର୍ତ୍ତା

author img

By

Published : Oct 6, 2019, 9:31 AM IST

ବାଲୁକା କଳା ଜରିଆରେ ମା’ଙ୍କ ପ୍ରତିମୃର୍ତ୍ତି କରି ବିଶ୍ବବାସୀଙ୍କୁ ଶାନ୍ତି ଓ ସମୃଦ୍ଧିର ବାର୍ତ୍ତା ପହଞ୍ଚାଇଛନ୍ତି ବାଲୁକାଶିଳ୍ପୀ ମାନସ ସାହୁ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

ପୁରୀ: ଆଜି ମହାଷ୍ଟମୀ ପୂଜା ପାଇବେ ଜଗତ ଜନନୀ ମା’ ଦୁର୍ଗେ । ଏଥିଲାଗି ଚଳଚଞ୍ଚଳ ଭକ୍ତଗଣ । ଆଉ ସେପଟେ ମା’ଙ୍କ ରୂପକୁ ବାଲୁକା କଳାରେ ପ୍ରଦର୍ଶନୀ କରିଛନ୍ତି ବାଲୁକାଶିଳ୍ପୀ ମାନସ ସାହୁ । ବାଲୁକା କଳା ଜରିଆରେ ମା’ଙ୍କୁ ସ୍ଥାନ ଦେଇ ବିଶ୍ବବାସୀଙ୍କୁ ଶାନ୍ତି ଓ ସମୃଦ୍ଧିର ବାର୍ତ୍ତା ପହଞ୍ଚାଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ଦୁର୍ଗା ପୂଜା ନେଇ ସାରା ଦେଶ ଉତ୍ସବ ମୁଖର। ଏହି ଅବସରରେ ପୁରୀ ଲାଇଟ ହାଉସ ବେଳାଭୂମିରେ ମାନସ ଏକ ସୁନ୍ଦର ବଲୁକା କଳା ତିଆରି କରିଛନ୍ତି। ମା’ ଦୁର୍ଗାଙ୍କୁ ବାକୁକାକଳାରେ ଅତି ନିଖୁଣ ଭାବେ ସ୍ଥାନ ଦେଇଛନ୍ତି । ମା’ ଦୁର୍ଗା ଯେଉଁଭଳି ଦୁଷ୍ଟମାନଙ୍କୁ ସଂହାର କରି ପୃଥିବୀରେ ଶାନ୍ତି ପ୍ରତିଷ୍ଠା କରିଥିଲେ ସେହିପରି ଆଜିର ଯୁଗରେ ଆତଙ୍କ ବାଦୀଙ୍କୁ ସଂହାର କରି ଦେଶରେ ଶାନ୍ତି ଓ ସମୃଦ୍ଧି ନେଇ ମା’ ଦୁର୍ଗାଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ବାଲୁକାଶିଳ୍ପୀ ମାନସ ସାହୁ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ବାଲୁକାକଳା ରେ ଶାନ୍ତି ଓ ସମୃଦ୍ଧି ର ବାର୍ତା Body:ଦୁର୍ଗା ପୂଜା କୁ ସାରା ଦେଶ ଉତ୍ସଵ ମୁଖରିତ। ଏହି ଅଵସର ରେ ବାଲୁକାକଳା ମାଧ୍ୟମ ରେ ଦେଶରେ ଶାନ୍ତି ଓ ସମୃଦ୍ଧି ବାର୍ତା ଦେଇ ଛନ୍ତି ବିଶିଷ୍ଟ ବାଲୁକାଶିଳ୍ପୀ ମାନସ ସାହୁ। ପୁରୀ ଲାଇଟ ହାଉସ ବେଳାଭୂମି ରେ ମାନସ ଏକ ସୁନ୍ଦର ବଲୁକା କଳା ଟିଏ ତିଆରି କରିଛନ୍ତି। ମା ଦୁର୍ଗା ଙ୍କୁ ବାକୁକାକଳା ରେ ଅତି ନିଖୁଣ ଭାବେ ସ୍ଥାନ ଦେଇ ଛନ୍ତି। ମା ଦୁର୍ଗା ଯେଭଳି ଦୁଷ୍ଟ ମାନଙ୍କୁ ସଂହାର କରି ପୃଥିବି ରେ ଶାନ୍ତି ପ୍ରତିଷ୍ଠା କରିଥିଲେ ସେହିପରି ଆଜିର ଯୁଗରେ ଆତଙ୍କ ବାଦୀ ଙ୍କୁ ସଂହାର କରି ଦେଶରେ ଶାନ୍ତି ଓ ସମୃଦ୍ଧି ନେଇ ମା ଦୁର୍ଗା ଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ବାଲୁକାଶିଳ୍ପୀ ମାନସ ସାହୁ ।

ବାଇଟ,, ମାନସ ସାହୁ ,, ବାଲୁକାଶିଳ୍ପୀ

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ରConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.