ETV Bharat / state

ବଡ଼ ସିଂହାର ବେଶରେ ମହାପ୍ରଭୁ, ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତି ଅନୁଷ୍ଠିତ - ଶ୍ରୀମନ୍ଦିରେ ସ୍ବତନ୍ତ୍ର ନୀତି ଅନୁଷ୍ଠିତ

ଆଜି ମହାପ୍ରଭୁଙ୍କ ପଦ୍ମ ବେଶ। ବଡ଼ ସିଂହାର ବେଶ ସମୟରେ ମହାପ୍ରଭୁଙ୍କ ଏହି ବେଶ ଅନୁଷ୍ଠିତ ହୋଇଥାଏ। ଏଥିପାଇଁ ସମସ୍ତ ପ୍ରସ୍ତୁତି ସାରିଥିବାବେଳେ ବେଶ ତିଆରି ମଧ୍ୟ ଶେଷ ହୋଇଛି। ଅଧିକ ପଢନ୍ତୁ...

ବଡ଼ ସିଂହାର ବେଶରେ ମହାପ୍ରଭୁ, ଶ୍ରୀମନ୍ଦିରେ ସ୍ବତନ୍ତ୍ର ନୀତି ଅନୁଷ୍ଠିତ

author img

By

Published : Feb 13, 2021, 4:41 PM IST

Updated : Feb 13, 2021, 6:52 PM IST

ପୁରୀ: ଆଜି ମହାପ୍ରଭୁଙ୍କ ପଦ୍ମ ବେଶ । ବଡ଼ ସିଂହାର ବେଶ ସମୟରେ ମହାପ୍ରଭୁଙ୍କ ଏହି ବେଶ ଅନୁଷ୍ଠିତ ହୋଇଥାଏ । ଏଥିପାଇଁ ସମସ୍ତ ପ୍ରସ୍ତୁତି ସାରିଥିବାବେଳେ ବେଶ ତିଆରି ମଧ୍ୟ ଶେଷ ହୋଇଛି । ସନ୍ଧ୍ୟା ଧୂପ ଶେଷ ପରେ ଶ୍ରୀମନ୍ଦିରକୁ ଯିବ ପଦ୍ମବେଶ ।

ବଡ଼ ସିଂହାର ବେଶରେ ମହାପ୍ରଭୁ, ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତି ଅନୁଷ୍ଠିତ

ଏହି ବେଶକୁ ବସନ୍ତ ରଣା ଓ ତାଙ୍କ ସହଯୋଗୀ କାରିଗରମାନେ ପଣ୍ଡୁ ପୂର୍ଣ୍ଣିମା ଠାରୁ ଦୀର୍ଘ ଦେଢ ମାସ ଧରି ଶୁଦ୍ଧ ପୁତ୍ତ ଭାବେ ହବିଷ୍ୟାନ ଗ୍ରହଣ କରି ବେଶ ତିଆରି କରିଛନ୍ତି । ଏହି ବିଶେଷ ବେଶରେ ମହାପ୍ରଭୁ ଶୟନ କରିଥାନ୍ତି ।

ତେବେ ମହାପ୍ରଭୁଙ୍କ ନିକଟରେ କ୍ଷୀରି ଓ ଅମାଲୁ ଭୋଗ ହୋଇଥାଏ । ତେବେ ଏହି ବେଶ ଦର୍ଶନ ପାଇଁ ଭକ୍ତମାନେ ଅପେକ୍ଷାରେ ରହିଥିବାବେଳେ ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Feb 13, 2021, 6:52 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.