ETV Bharat / state

ଦେବଦୂତ ସାଜିଲେ ଲାଇଫ ଗାର୍ଡ, ମୃତ୍ୟୁ ମୁଖରୁ ବଞ୍ଚିଲେ 4ଜଣ

ସମୁଦ୍ରରେ ବୁଡିଯାଉଥିବା ବେଳେ ମୃତ୍ୟୁ ମୁଖରୁ 2 ଦମ୍ପତିଙ୍କୁ କଲେ ରକ୍ଷା । ଦେବଦୂତ ସାଜିଲେ ଲାଇଫ ଗାର୍ଡ । ଅଧିକ ପଢନ୍ତୁ...

life guard save 2 couple in puri sea beach
ମୃତ୍ୟୁ ମୁଖରୁ2 ଦମ୍ପତ୍ତିଙ୍କୁ କଲେ ରକ୍ଷା
author img

By

Published : Feb 6, 2020, 10:17 PM IST

ପୁରୀ: ସମୁଦ୍ରରେ ଗାଧୋଉଥିବା ବେଳେ ଅଘଟଣ । ହଠାତ୍ ବଡ଼ ଲହଡି ମାଡ଼ି ଆସିବାରୁ ଭାସିଗଲେ ଦୁଇ ଦମ୍ପତି । ହେଲେ ହଠାତ ନିଜ ଜୀବନକୁ ବାଜି ଲଗାଇ ଦୁଇ ଦମ୍ପତିଙ୍କୁ ରକ୍ଷା କଲେ ଲାଇଫ ଗାର୍ଡ । ଏଭଳି ଘଟଣା ଘଟିଛି ପୁରୀ ଜିଲ୍ଲା ଚୈତନ୍ୟ ଛକ ସମୁଦ୍ର ବେଳାଭୂମି ନିକଟରେ ।

ମୃତ୍ୟୁ ମୁଖରୁ2 ଦମ୍ପତିଙ୍କୁ ରକ୍ଷା କଲେ ଲାଇଫ ଗାର୍ଡ

ବୁଡି ଯାଇଥିବା ଦମ୍ପତି ପଶ୍ଚିମବଙ୍ଗର ବୋଲି ଜଣାପଡିଛି । ପୁରୀ ବୁଲିବାକୁ ଆସି ସମୁଦ୍ରରେ ଗାଧୋଉଥିଲେ । ସେହି ସମୟରେ ହଠାତ ବଡ ଢେଉ ପଛରେ ଲୁଚିଗଲେ 4 ଜଣ । କିନ୍ତୁ ସମୁଦ୍ରକୁଳରେ କାର୍ଯ୍ୟରତ ଲାଇଫ ଗାର୍ଡ ଟ୍ୟୁବ୍‌ ସାହାଯ୍ୟରେ ୪ ଜଣଙ୍କୁ ଉଦ୍ଧାର କରିଥିଲେ ।

ଉଦ୍ଧାର ହୋଇଥିବା ଦମ୍ପତି ହେଲେ ଗୋବିନ୍ଦ ଧରା ଓ ତାଙ୍କ ପତ୍ନୀ ତନୁଶ୍ରୀ । ସେହିପରି ଆଉ ଜଣେ ଦମ୍ପତି ହେଲେ ବାବୁଲା ମାଲାକାର ଓ ତାଙ୍କ ପତ୍ନୀ ଜୁମା । ବର୍ତ୍ତମାନ ସମସ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଥିବା ଜଣାପଡିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ସମୁଦ୍ର ରୁ 4 ଜଣ ଉଦ୍ଧାରBody:ସମୁଦ୍ରରେ ଗାଧୋଉଥିବା ବେଳେ ଅଘଟଣ। ହଠାତ୍ ମାଡ଼ି ଆସିଲା ବଡ଼ ଲହଡି। ସମୁଦ୍ରରେ ଭାସି ଯାଉଥିବାବେଳେ ଦେବଦୂତ ସାଜି ମୃତ୍ୟୁ ମୁଖରୁ ୪ଜଣଙ୍କ ଜୀବନ ବଞ୍ଚାଇଲେ ଲାଇଫ ଗାର୍ଡ। ଏଭଳି ଘଟଣା ଘଟିଛି ପୁରୀ ଜିଲ୍ଲା ଚୈତନ୍ୟ ଛକ ସମୁଦ୍ର ବେଳାଭୂମି ନିକଟରେ।
ପଶ୍ଚିମବଙ୍ଗରୁ ପୁରୀ ବୁଲିବାକୁ ଆସିଥିବା ଦମ୍ପତ୍ତି ସମୁଦ୍ରରେ ଗାଧୋଉଥିଲେ। ହଠାତ୍ ଏହି ସମୟରେ ସମୁଦ୍ରରେ ଏକ ବଡ଼ ଲହଡି ଆସିବାରୁ ଭାସି ଯାଇଥିଲେ ୪ ଜଣ। ସମୁଦ୍ର ବେଳାଭୂମିରେ କର୍ତ୍ତବ୍ୟରତ ଲାଇଫ ଗାର୍ଡ ତୁରନ୍ତ ସମୁଦ୍ର ମଧ୍ୟକୁ ଲମ୍ଫ ମାରି ୪ଜଣଙ୍କୁ ଉଦ୍ଧାର କରି କୂଳକୁ ଆଣିଥିଲେ।
ଟ୍ୟୁବ୍‌ ସାହାଯ୍ୟରେ ଲାଇଫ ଗାର୍ଡ ୪ ଜଣଙ୍କୁ ଉଦ୍ଧାର କରିଥିଲେ। ଉଦ୍ଧାର ହୋଇଥିବା ଦମ୍ପତି ହେଲେ ଗୋବିନ୍ଦ ଧରା ଓ ତାଙ୍କ ପତ୍ନୀ ତନୁଶ୍ରୀ। ସେହିପରି ଆଉ ଜଣେ ଦମ୍ପତି ହେଲେ ବାବୁଲା ମାଲାକାର ଓ ତାଙ୍କ ପତ୍ନୀ ଜୁମା। ସମସ୍ତେ ସୁସ୍ଥ ଥିବା ଜଣାପଡିଛି।

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ରConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.