ETV Bharat / state

Municipal Election: ନିମାପଡା ଓ ପିପିଲିରେ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ - ଓଡିଶା ପୌର ନିର୍ବାଚନ

ନାମାଙ୍କନ ପତ୍ର ଦାଖଲ ଶେଷ ଦିବସରେ ଆଜି ପୁରୀ ଜିଲ୍ଲାର ନିମାପଡା ଓ ପିପିଲି ଏନଏସି ପାଇଁ ପ୍ରାର୍ଥୀପତ୍ର ଦାଖଲ ଶେଷ ହୋଇଛି । ନିମାପଡା ଏନଏସି ପାଇଁ ବିଜେଡି ପକ୍ଷରୁ ସସ୍ମିତା ସାହୁ, ବିଜେପି ପକ୍ଷରୁ ବିଲୁପ୍ତା ପ୍ରିୟଦର୍ଶନୀ ମହାନ୍ତି, ଏନଏସି ଅଧ୍ୟକ୍ଷ ପଦ ପାଇଁ ନାମାନଙ୍କ ପତ୍ର ଦାଖଲ କରିଛନ୍ତି । ଅଧିକ ପଢନ୍ତୁ

Municipal Election: ନିମାପଡା ଓ ପିପିଲିରେ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ

author img

By

Published : Mar 7, 2022, 10:48 PM IST

ପୁରୀ: ନାମାଙ୍କନ ପତ୍ର ଦାଖଲ ଶେଷ ଦିବସରେ ଆଜି ପୁରୀ ଜିଲ୍ଲାର ନିମାପଡା ଓ ପିପିଲି ଏନଏସି ପାଇଁ ପ୍ରାର୍ଥୀପତ୍ର ଦାଖଲ ଶେଷ ହୋଇଛି । ନିମାପଡା ଏନଏସି ପାଇଁ ବିଜେଡି ପକ୍ଷରୁ ସସ୍ମିତା ସାହୁ, ବିଜେପି ପକ୍ଷରୁ ବିଲୁପ୍ତା ପ୍ରିୟଦର୍ଶନୀ ମହାନ୍ତି, ଏନଏସି ଅଧ୍ୟକ୍ଷ ପଦ ପାଇଁ ନାମାନଙ୍କ ପତ୍ର ଦାଖଲ କରିଛନ୍ତି । ସେହିପରି ପିପିଲି ଏନଏସି ଅଧ୍ୟକ୍ଷ ପଦ ପାଇଁ ବିଜେଡି ପକ୍ଷରୁ ସେକ୍‌ ବାବୁ, ବିଜେପି ସୁକାନ୍ତ ଭଟ୍ଟ, କଂଗ୍ରେସ ପକ୍ଷରୁ ଗୁଣନିଧି ପ୍ରଧାନ ପିପିଲି ଏନଏସିରେ ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

ସେହିଭଳି ଆଜି ପ୍ରାର୍ଥୀ ପତ୍ର ଦାଖଲର ଶେଷ ଦିନ ଉଭୟ ନିମାପଡା ଓ ପିପିଲି ଏନଏସି ପାଇଁ ବିଭିନ୍ନ ଦଳ ପକ୍ଷରୁ କାଉନସିଲର ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଆସନ୍ତା 9 ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ ପରେ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । ପରେ ନିର୍ବାଚନ ନେଇ ପ୍ରଚାର ଆରମ୍ଭ ହେବ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.