ETV Bharat / state

ଆଜି ମହାପ୍ରଭୁଙ୍କ ନିଳାଦ୍ରୀ ବିଜେ, ଜାଣନ୍ତୁ କ'ଣ ରହିଛି ନୀତି ନିର୍ଘଣ୍ଟ - niladribije

ଆଉ ଆଜି ମହାପ୍ରଭୁଙ୍କ ନିଳାଦ୍ରୀ ବିଜେ । ତେବେ ଏନେଇ ନୀତି ନିର୍ଘଣ୍ଟ ପ୍ରକାଶ ପାଇଛି । ଜାଣନ୍ତୁ କ'ଣ ରହିଛି ନୀତି ନିର୍ଘଣ୍ଟ

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ
author img

By

Published : Jul 15, 2019, 3:37 AM IST

ପୁରୀ: ରବିବାର ଶ୍ରୀଜୀଉଙ୍କ ଅଧରପଣା ନିତି ସୁରୁଖୁରୁରେ ସମ୍ପନ୍ନ ହୋଇଛି । ଆଉ ଆଜି ମହାପ୍ରଭୁଙ୍କ ନିଳାଦ୍ରୀ ବିଜେ । ପହରଦିନ ଚନ୍ଦ୍ର ଗ୍ରହଣ ଥିବାରୁ ସମସ୍ତ କାର୍ଯ୍ୟ ଶୀଘ୍ର ହେବାକୁ ବ୍ୟବସ୍ଥା କରାଯାଇଛି । ତେବେ ଏନେଇ ନୀତି ନିର୍ଘଣ୍ଟ ପ୍ରକାଶ ପାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ତେବେ ନିଳାଦ୍ରୀ ବିଜେର କ'ଣ ରହିଛି ସମସ୍ତ ନୀତି ନିର୍ଘଣ୍ଟ ପଢନ୍ତୁ...

-ସୋମବାର ଭୋର 4 ଟାରେ 3 ରଥର ମଙ୍ଗଳ ଆଳତୀ
- ପ୍ରାତଃ 5ଟାରେ ଅବକାଶ ନୀତି
- ସକାଳ 7 ରୁ 8 ମଧ୍ୟରେ ସକାଳ ଧୂପ ।
- 10.30ରୁ 11.30ରେ ମହାପ୍ରଭୁଙ୍କ ମଧ୍ୟାହ୍ନ ଧୂପ
- 12.15ରେ ସନ୍ଧ୍ୟା ଧୂପ
- 4 ଟାରେ ପହଣ୍ଡି ଆରମ୍ଭ
- ରାତି 1.15 ରୁ 2.15 ମଧ୍ୟରେ ଚାରମାଳ ଫିଟା
- ମଙ୍ଗଳବାର ଭୋର 3ଟାରେ ସିଂହାସନ ଧୂଆ
- ମଙ୍ଗବାର ସକାଳ 5ଟାରେ ରାତ୍ର ପହୁଡ

ପୁରୀରୁ ତାପସ ପରିଡା, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.