ETV Bharat / state

କାକଟପୁର ମା ମଙ୍ଗଳା ପୀଠ ଉତ୍ସବ ମୁଖର - mahastami

କାକଟପୁର ମା ମଙ୍ଗଳା ପୀଠ ଉତ୍ସବ ମୁଖର । ଶାରଦୀୟ ଦୁର୍ଗା ପୂଜାକୁ ନେଇ ଚାଲିଛି ମା ମଙ୍ଗଳାଙ୍କ ଷୋଡଶ ଉପଚାର ପୂଜା। ଗତ ଶନିବାର  ମହାଷ୍ଟମୀ ଅଵସରରେ ମା ମଙ୍ଗଳାଙ୍କ ମହିଷା ମର୍ଦ୍ଦିନୀ ବେଶ ଅନୁଷ୍ଠିତ ହୋଇଥିଲା।

ଫଟୋ ସୌଜନ୍ୟ:ସମ୍ବାଦଦାତା, ପୁରୀ
author img

By

Published : Oct 6, 2019, 12:57 PM IST

ପୁରୀ: କାକଟପୁର ମା ମଙ୍ଗଳା ପୀଠ ଉତ୍ସବ ମୁଖର । ଶାରଦୀୟ ଦୁର୍ଗା ପୂଜାକୁ ନେଇ ଚାଲିଛି ମା ମଙ୍ଗଳାଙ୍କ ଷୋଡଶ ଉପଚାର ପୂଜା। ଗତ ଶନିବାର ମହାଷ୍ଟମୀ ଅଵସରରେ ମା ମଙ୍ଗଳାଙ୍କ ମହିଷା ମର୍ଦ୍ଦିନୀ ବେଶ ଅନୁଷ୍ଠିତ ହୋଇଥିଲା।

ଭିଡିଓସୌଜନ୍ୟ:ସମ୍ବାଦଦାତା, ପୁରୀ

ରବିବାର ମା' ମଙ୍ଗଳାଙ୍କ ମହା ନବମୀ। ଏହି ଅବସରରେ ଆଜି ମହାଲକ୍ଷ୍ମୀ ବେଶରେ ମା ମଙ୍ଗଳା ଦର୍ଶନ ଦେଉଛନ୍ତି। ମା ମଙ୍ଗଳାଙ୍କ ଏହି ବେଶ ଦେଖିବା ପାଇଁ କାକଟପୁରରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ହୋଇଛି। ବିଶ୍ବାସ ରହିଛି କାକଟପୁର ମା ମଙ୍ଗଳାଙ୍କ ନିକଟରେ ଯାହା ମାନସିକ କରାଯାଏ ତାହା ପୂରଣ ହୁଏ।

ମା ହେଉଛନ୍ତି ପ୍ରତ୍ୟକ୍ଷ ଦେବୀ। ତେବେ ସୋମବାର ଦଶମୀ ଅବସରରେ ଦଶହରା ଅନୁଷ୍ଠିତ ହେବ। ତେବେ ଷୋଡ଼ଶ ଉପଚାର ପୂଜା ଅଵସରରେ ପ୍ରତିଦିନ ଚଣ୍ଡୀ ପୂଜା, ହୋମ, ସମେତ ଗୁପ୍ତ ପୂଜା ଅନୁଷ୍ଠିତ ହେଉଛି। ଅନ୍ୟପଟେ ଶାନ୍ତି ଶୃଙ୍ଖଳା ନିମନ୍ତେ ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:କାକଟପୁର ମା ମଙ୍ଗଳା ପୀଠ ଉତ୍ସବ ମୁଖର Body:କାକଟପୁର ମା ମଙ୍ଗଳା ପୀଠ ଉତ୍ସବ ମୁଖର । ଶାରଦୀୟ ଦୁର୍ଗା ପୂଜା କୁ ନେଇ ଚାଲିଛି ମା ମଙ୍ଗଳା ଙ୍କ ଷୋଡଶ ଉପଚାର ପୂଜା। ଗତକାଲି ମହାଷ୍ଟମୀ ଅଵସର ରେ ମା ମଙ୍ଗଳା ଙ୍କ ମହିସା ମରଦିନୀ ବେଶ ଅନୁଷ୍ଠିତ ହୋଇଥିଲା। ଆଜି ମା ମଙ୍ଗଳା ଙ୍କ ମହା ନବମୀ। ଆଜି ମହାଲକ୍ଷ୍ମୀ ବେଶରେ ମା ମଙ୍ଗଳା ଦର୍ଶନ ଦେଉ ଛନ୍ତି। ମା ମଙ୍ଗଳା ଙ୍କ ଏହି ବେଶ ଦେଖିବା ପାଈଁ କାକଟପୁର ରେ ହଜାର ହଜାର ଶ୍ରଦ୍ଧାଳୁ ଙ୍କ ଭିଡ଼ ହୋଇଛି। ବିଶ୍ୱାସ ରହିଛି କାକଟପୁର ମା ମଙ୍ଗଳା ଙ୍କ ନିକଟରେ ଯାହା ମାନସିକ କରାଯାଏ ତାହା ପୂରଣ ହୁଏ। ମା ହେଉଛନ୍ତି ପ୍ରତକ୍ଷ ଦେବୀ। ତେବେ ଅସନ୍ତା କାଲି ଦଶମୀ ଅବସର ରେ ଦଶହରା ଅନୁଷ୍ଠିତ ହେବ। ତେବେ ଶୋଷଡ଼ ଉପଚାର ପୂଜା ଅଵସର ରେ ପ୍ରତିଦିନ ଚଣ୍ଡୀ ପୂଜା , ହୋମ , ସମେତ ଗୁପ୍ତ ପୂଜା ଅନୁଷ୍ଠିତ ହେଉଛି। ଅନ୍ୟପଟେ ଶାନ୍ତି ଶୃଙ୍ଖଳା ନିମନ୍ତେ ପୋଲିସ ପକ୍ଷରୁ ବ୍ୟବସ୍ଥା କରାଯାଇଛି।

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ରConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.