ETV Bharat / state

ପୁରୀରେ ଧୁମଧାମରେ ପାଳନ ହେଲା ଜନ୍ମାଷ୍ଟମୀ - ଜନ୍ମାଷ୍ଟମୀ

ପୁରୀରେ ଧୁମଧାମରେ ପାଳନ ହେଲା ଜନ୍ମାଷ୍ଟମୀ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବାଲ୍ୟ ଲୀଳା ଅନୁଷ୍ଠିତ ହୋଇଛି। ମହାପ୍ରଭୁ ଶ୍ରୀକୃଷ୍ଣଙ୍କ ରୂପରେ ଜନ୍ମ ଗ୍ରହଣ କରିଛନ୍ତି।

ଫଟୋ ସୌଜନ୍ୟ:ସମ୍ବାଦଦାତା,ପୁରୀ
author img

By

Published : Aug 24, 2019, 3:40 AM IST

ପୁରୀ: ଶୁକ୍ରବାର ଚାରିଆଡେ ଧୁମଧାମରେ ପାଳନ ହୋଇଛି ପବିତ୍ର ଜନ୍ମାଷ୍ଟମୀ। ଏଥିପାଇଁ ଶ୍ରୀକ୍ଷେତ୍ର ଚଳ ଚଞ୍ଚଳ। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବାଲ୍ୟ ଲୀଳା ଅନୁଷ୍ଠିତ ହୋଇଛି। ମହାପ୍ରଭୁ ଶ୍ରୀକୃଷ୍ଣଙ୍କ ରୂପରେ ଜନ୍ମ ଗ୍ରହଣ କରିଛନ୍ତି।

ଭିଡିଓ ସୌଜନ୍ୟ:ସମ୍ବାଦଦାତା,ପୁରୀ

ଅନ୍ୟପଟେ ଶ୍ରୀକ୍ଷେତ୍ରରେ ଥିବା ରାଧା କୃଷ୍ଣ ମନ୍ଦିର ସମେତ ମଠ ଗୁଡିକ ମଧ୍ୟ ଉତ୍ସବ ମୁଖର। ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବକୁ ଅତି ଆଡମ୍ବର ସହକାରେ ପାଳନ କରିଛନ୍ତି। ରଙ୍ଗୀନ ଆଲୋକ ମାଳାରେ ମଠ ଓ ମନ୍ଦିର ଝଲସୁଛି। ଭକ୍ତ ମାନେ ପ୍ରଭୁ ଶ୍ରୀକୃଷ୍ଣ ଆଜି ଜନ୍ମୋତ୍ସବରେ ବିଭିନ୍ନ ମନ୍ଦିର ଓ ମଠକୁ ଯାଇ ଆଶୀର୍ବାଦ ନେଇଛନ୍ତି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ଜନ୍ମାଷ୍ଟମୀBody:ଆଜି ହେଉଛି ପବିତ୍ର ଜନ୍ମାଷ୍ଟମୀ। ଏଥିପାଇଁ ଶ୍ରୀକ୍ଷେତ୍ର ଚଳ ଚଞ୍ଚଳ। ଶ୍ରୀମନ୍ଦିର ରେ ମହାପ୍ରଭୁଙ୍କ ବାଲ୍ୟ ଲୀଳା ଅନୁଷ୍ଠିତ ହୋଇଛି। ମହାପ୍ରଭୁ ଶ୍ରୀକୃଷ୍ଣ ଙ୍କ ରୁପ ରେ ଜନ୍ମ ଗ୍ରହଣ କରିଛନ୍ତି। ଅନ୍ୟପଟେ ଶ୍ରୀକ୍ଷେତ୍ର ରେ ଥିବା ରାଧା କୃଷ୍ଣ ମନ୍ଦିର ସମେତ ମଠ ଗୁଡିକ ମଧ୍ୟ ଉତ୍ସବ ମୁଖର। ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ କୁ ଅତି ଆଡମ୍ବର ସହକାରେ ପାଳନ କରିଛନ୍ତି। ରଙ୍ଗୀନ ଆଲୋକ ମାଳାରେ ମଠ ଓ ମନ୍ଦିର ଝଲସୁଛି। ଭକ୍ତ ମାନେ ପ୍ରଭୁ ଶ୍ରୀକୃଷ୍ଣ ଆଜି ଜନ୍ମୋତ୍ସବ ରେ ବିଭିନ୍ନ ମନ୍ଦିର ଓ ମଠ କୁ ଯାଇ ଆଶୀର୍ବାଦ ନେଇ ଛନ୍ତି। Conclusion:ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.