ETV Bharat / state

ବ୍ରହ୍ମଗିରିରେ ଖୋଲିଲା ଗ୍ରାମ୍ୟ ନ୍ୟାୟାଳୟ

author img

By

Published : Jun 7, 2021, 1:07 PM IST

ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀରେ ଖୋଲିଲା ଗ୍ରାମ୍ୟ ନ୍ୟାୟାଳୟ । ବିଶେଷ କରି ଏଠାରେ ଫୌଜଦାରୀ ମାମଲାଗୁଡ଼ିକ ବିଚାର କରାଯିବ। ଅଧିକ ପଢନ୍ତୁ...

ଵ୍ରହ୍ମଗିରିରେ ଖୋଲିଲା ଗ୍ରାମ୍ୟ ନ୍ୟାୟାଳୟ
ଵ୍ରହ୍ମଗିରିରେ ଖୋଲିଲା ଗ୍ରାମ୍ୟ ନ୍ୟାୟାଳୟ

ବ୍ରହ୍ମଗିରି: ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀରେ ଖୋଲିଲା ଗ୍ରାମ୍ୟ ନ୍ୟାୟାଳୟ । ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର ବ୍ରହ୍ମଗିରି ଥାନା, ଅରକୁଦା ଥାନା, ପୁରୀ ସଦର ଥାନା ଏବଂ ଗଡ଼ିସିଗଦା ଥାନାର ସମସ୍ତ କେସ ଏଠାରେ ବିଚାର କରାଯିବ । ବିଶେଷ କରି ଏଠାରେ ଫୌଜଦାରୀ ମାମଲାଗୁଡ଼ିକ ବିଚାର କରାଯିବ ।

ଵ୍ରହ୍ମଗିରିରେ ଖୋଲିଲା ଗ୍ରାମ୍ୟ ନ୍ୟାୟାଳୟ

ବହୁଦିନ ପରେ ବ୍ରହ୍ମଗିରି ଅଞ୍ଚଳବାସୀଙ୍କ ଅପେକ୍ଷାର ଅନ୍ତ ଘଟିଲା । ନ୍ୟାୟାଳୟ ହେବା ଦ୍ଵାରା ଗରିବ ଲୋକମାନେ ଘର ପାଖରେ ନ୍ୟାୟ ପାଇବାରେ ସୁବିଧା ପାଇପାରିବେ । ଏହାସହ ବହୁ ବେକାର ଯୁବକମାନେ ରୋଜଗାରକ୍ଷମ ହେବାର ସୁଯୋଗ ପାଇପାରିବେ ।

ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.