ETV Bharat / state

ଗାନ୍ଧୀ ସଂକଳ୍ପ ପଦଯାତ୍ରାରେ ପ୍ଲାଷ୍ଟିକ ତ୍ୟାଗ ପାଇଁ ଆହ୍ବାନ

author img

By

Published : Oct 3, 2019, 11:49 PM IST

ବ୍ରହ୍ମଗିରିରେ 150ତମ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ଗାନ୍ଧୀ ସଂକଳ୍ପ ପଦଯାତ୍ରା ଅନୁଷ୍ଠିତ । ନିଶା ବିରୋଧୀ ଓ ପ୍ଲାଷ୍ଟିକ ପରିତ୍ୟାଗ କରି ସ୍ବଚ୍ଛ ଭାରତ ଗଠନର ନାରା ଦିଆଯାଇଛି ।

ଫଟୋ ସୌଜନ୍ୟ : ପ୍ରତିନିଧି,ବ୍ରହ୍ମଗିରି

ବ୍ରହ୍ମଗିରି: 150ତମ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ଗାନ୍ଧୀ ସଂକଳ୍ପ ପଦଯାତ୍ରା ଅନୁଷ୍ଠିତ । ଏହି ଅବସରରେ ନିଶା ବିରୋଧୀ ଓ ପ୍ଲାଷ୍ଟିକ ପରିତ୍ୟାଗ କରି ସ୍ବଚ୍ଛ ଭାରତ ଗଠନର ନାରା ଦିଆଯାଇଛି ।

ଭିଡିଓ ସୌଜନ୍ୟ : ପ୍ରତିନିଧି, ବ୍ରହ୍ମଗିରି

ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ଗାନ୍ଧୀ ସଂକଳ୍ପ ପଦଯାତ୍ରାରେ ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ନିଜର ଶତାଧିକ ସମର୍ଥକଙ୍କ ସହ ଗୁରୁବାର ଦିନ ପଦଯାତ୍ରା କରିଛନ୍ତି । ସର୍ବପ୍ରଥମେ ବକ୍ସି ପୀଠ ଗଡ଼ରୋଡଙ୍ଗ ଠାରେ ଗ୍ରାମବାସୀଙ୍କ ଦ୍ଵାରା ସଫେଇ କର୍ଯ୍ୟକ୍ରମରେ ବିଧାୟକ ଯୋଗ ଦେଇ ଗ୍ରାମର ମହିଳାଙ୍କ ସହିତ ହାତରେ ଝାଡୁଧରି ଗାଁ ସଫା କରିଛନ୍ତି।

ବ୍ରହ୍ମଗିରି ପଞ୍ଚାୟତର 18ଟି ଗ୍ରାମରେ ପଦଯାତ୍ରା କରି ନିଶା ହଟାଅ ଓ ପ୍ଲାଷ୍ଟିକ ମୁକ୍ତ ଓଡିଶା ଗଢି ତୋଳିବାକୁ ସଂକଳ୍ପ ନେବା ପାଇଁ ଲୋକମାନଙ୍କୁ ସଚେତନ କରିଛନ୍ତି । କିନ୍ତୁ ସେହି କର୍ଯ୍ୟକ୍ରମରେ ଖୋଦ ବିଧାୟକ ନିଜେ ସଂକଳ୍ପ ପଦଯାତ୍ରା ଲେଖାଥିବା ପ୍ଲାଷ୍ଟିକ ବ୍ୟାନର ଧରିଥିବା ଦେଖାଯାଇଛି।

ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ

Intro:ପ୍ଲାଷ୍ଟିକ ହଟାଅ ପଦଯାତ୍ରାରେ ବିଧାୟକ ଧରିଲେ ପ୍ଲାଷ୍ଟିକ ବ୍ୟାନର।
ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ଗାନ୍ଧୀ ସଂକଳ୍ପ ପଦଯାତ୍ରା କରି ନିଶା ବିରୋଧୀ ଓ ପ୍ଲାଷ୍ଟିକ ପରିତ୍ୟାଗ କରି ସ୍ୱଚ୍ଛ ଭାରତ ଗଠନର ନାରା କଯ୍ୟକର୍ମରେ ଖୋଦ ବିଧାୟକ ଧରିଲେ ପ୍ଲାଷ୍ଟିକ ବ୍ୟାନର।

Body:ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ଗାନ୍ଧୀ ସଂକଳ୍ପ ପଦଯାତ୍ରାରେ ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ନିଜର ଶତାଧିକ ସମର୍ଥକଙ୍କ ସହ ଗୁରୁବାର ଦିନ ପଦଯାତ୍ରା କରିଥିଲେ।ସର୍ବପ୍ରଥମେ ବକ୍ସି ପୀଠ ଗଡ଼ରୋଡଙ୍ଗ ଠାରେ ଗ୍ରାମବାସୀଙ୍କ ଦ୍ଵାରା ସଫେଇ କଯ୍ୟକର୍ମ ରେ ବିଧାୟକ ଯୋଗ ଦେଇ ଗ୍ରାମର ମହିଳାଙ୍କ ସହିତ ହାତରେ ଝାଡୁ ଧରି ଗାଁ ସଫା କରିଥିଲେ।
ବ୍ରହ୍ମଗିରି ପଞ୍ଚାୟତ ର 18ଟି ଗ୍ରାମରେ ପଦଯାତ୍ରା କରି ନିଶା ହଟାଅ ଓ ପ୍ଲାଷ୍ଟିକ ମୁକ୍ତ ଓଡିଶା ଗଢି ତୋଳିବାକୁ ସଂକଳ୍ପ ନେବା ପାଇଁ ଲୋକମାନଙ୍କୁ ସଚେତନ କରିଥିଲେ।କିନ୍ତୁ ସେହି କଯ୍ୟକର୍ମରେ ଖୋଦ ବିଧାୟକ ଶ୍ରୀ ମହାପାତ୍ର ନିଜେ ସଂକଳ୍ପ ପଦଯାତ୍ରା ଲେଖାଥିବା ପ୍ଲାଷ୍ଟିକ ବ୍ୟାନର ଧରିଥିବା ଦେଖାଯାଇଥିଲା।

Conclusion:byte 1. Lalitendu bidyadhar mohapatra. MlA
byte 2. Gadarodanga bramabasi.

2byte 1visual send by mojo and some visual send by wrap.
ଦେବାଶିଷ ଦାସ, ବ୍ରହ୍ମଗିରି
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.