ETV Bharat / state

ବାହୁଡା ଯାତ୍ରା: କାଳିଆ ପ୍ରେମରେ ବିଭୋର ବିଦେଶିନୀ - bahuda yatra

ବାହୁଡା ଦେଖିବାକୁ ଧାଇଁ ଆସିଛନ୍ତି ଏହି ବିଦେଶିନୀ । ଶୁଣନ୍ତୁ କ'ଣ କହୁଛନ୍ତି ବିଦେଶିନୀ...

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ
author img

By

Published : Jul 12, 2019, 4:32 PM IST

ପୁରୀ: କୁହନ୍ତି କାଳିଆ ଡୋରି ନ ଲାଗିଲେ ତା ଦର୍ଶନ ମିଳେନି । ଆଉ ଯଦି ଥରେ ଡୋରି ଲାଗେ କାହିଁ କେତେ ଦୂରରୁ ଭକ୍ତଟି ଧାଇଁ ଆସିଥାଏ ତା'ର ଏକମାତ୍ର ଝଲକ ପାଇବା ପାଇଁ । ଠିକ ସେମିତି ଏହି ବିଦେଶିନୀ ଜଣଙ୍କ ମଧ୍ୟ କାଳିଆର ବାହୁଡା ଦେଖିବାକୁ ଧାଇଁ ଆସିଛନ୍ତି ସୂଦୁର ଲଣ୍ଡନରୁ । ଜଗନ୍ନାଥଙ୍କୁ ଦେଖି କ'ଣ ସବୁ କହୁଛନ୍ତି ତାଙ୍କୁ ମୁହଁରୁ ଶୁଣନ୍ତୁ ...

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ନା' ତାଙ୍କର ସୁଜାନ୍ । ଲଣ୍ଡନର ବାସିନ୍ଦା । ଜାତିରେ ସେ ଖ୍ରଷ୍ଟିଆନ । ହେଲେ ଲାଗିଛି କାଳିଆ ଡୋରି । ଧାଇଁ ଆସିଛନ୍ତି ତାଙ୍କୁ ଦେଖିବାକୁ । ପୁରୀର ଏକ ଆଶ୍ରମରେ ରହିବା ସହ ଜଗନ୍ନାଥ ସଂସ୍କୃତି ବିଷୟରେ ଯଥେଷ୍ଟ ଜ୍ଞାନ ଅର୍ଜନ କରିଛନ୍ତି । ଆଉ ରଥରେ ଜଗନ୍ନାଥଙ୍କୁ ଦେଖିଲେ ତାଙ୍କୁ ଅନୁଭବ କରିବା ସହ ମାନସିକ ଶାନ୍ତି ମିଳୁଛି ବୋଲି କହିଛନ୍ତି ଏହି ବିଦେଶିନୀ ।

ପୁରୀରୁ ତାପସ ପରିଡା, ଇଟିଭି ଭାରତ

Intro:Body:

BLANK  FOR STORY

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.