ETV Bharat / state

ପୁରୀ କଣାସରେ ପଶିଲା ବନ୍ୟାଜଳ - PURI KANASA FILLED IN FLOOD WATER

ହୀରାକୁଦରୁ ଜଳ ନିଷ୍କାସନ ପରେ ତଳିଆ ଅଞ୍ଚଳରେ ପାଣି ପଶିଥିବା ବେଳେ ପୁରୀ ଜିଲ୍ଲାର କଣାସ ବ୍ଲକରେ ମଧ୍ୟ ବିଭିନ୍ନ ଗ୍ରାମରେ ପାଣି ପଶିଛି।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ
author img

By

Published : Sep 11, 2019, 3:06 PM IST

ପୁରୀ: ହୀରାକୁଦରୁ ଜଳ ନିଷ୍କାସନ ପରେ ତଳିଆ ଅଞ୍ଚଳରେ ପାଣି ପଶିଥିବା ବେଳେ ପୁରୀ ଜିଲ୍ଲାର କଣାସ ବ୍ଲକରେ ମଧ୍ୟ ବିଭିନ୍ନ ଗ୍ରାମରେ ପାଣି ପଶିଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ତେବେ ବଡ଼ାସ, ପାଣ୍ଡିଆକେରା, ଦୋକନ୍ଦା ଓ ଗୋପିନାଥପୁର ଗ୍ରାମରେ ଦୟା ଓ ରାଜୁଆ ନଦୀର ବନ୍ୟା ଜଳ ପ୍ରବେଶ କରିଛି । ଘର ଗୁଡିକରେ ଆଣ୍ଠୁଏ ଲେଖାଏଁ ପାଣି ଥିବାରୁ ବିଭିନ୍ନ ଆସବା ପତ୍ର ସମେତ ବିଭିନ୍ନ ସାମଗ୍ରୀ ନଷ୍ଟ ହୋଇଛି । ଫଳରେ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ପୁରୀ କଣାସ ରେ ପଶିଲା ବନ୍ୟାଜଳBody:ହୀରାକୁଦ ରୁ ଜଳ ନିଷ୍କାସନ ପରେ ତଳିଆ ଅଞ୍ଚଳରେ ପାଣି ପଶିଛି। ପୁରୀ ଜିଲାର କଣାସ ବ୍ଲକ ରେ ମଧ୍ୟ ବିଭିନ୍ନ ଗ୍ରାମରେ ପାଣି ପଶିଛି।
ବଡ଼ାସ, ପାଣ୍ଡିଆକେରା, ଦୋକନ୍ଦା ଓ ଗୋପିନାଥପୁର ଜଳବନ୍ଦୀ ହୋଇଛି। ଉକ୍ତ ଗାଁ ଗୁଡ଼ିକ ରେ ଦୟା ଓ ରାଜୁଆ ନଦୀର ବନ୍ୟା ଜଳ ପ୍ରବେଶ କରିଛି। ଘରେ ପାଣି ପଶି ଯାଇ ଥିବାରୁ ଆସବା ପତ୍ର ସମେତ ବିଭିନ୍ନ ସାମଗ୍ରୀ ନଷ୍ଟ ହୋଇ ଯାଇଚି। ଫଳରେ ଲୋକେ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି।Conclusion:ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.