ETV Bharat / state

‘ବାତ୍ୟା ବିପନ୍ନଙ୍କ ସହ ଇଟିଭି ଭାରତ', ଦେଖନ୍ତୁ ଭିଡିଓ

author img

By

Published : May 5, 2019, 12:06 PM IST

‘ଫନି’ ଚାଲିଯିବା ପରେ ବାତ୍ୟା ବିପନ୍ନଙ୍କ ସହ ସାମିଲ ହୋଇଥିଲା ଇଟିଭି ଭାରତ ଟିମ୍ ।

ଡିଜାଇନ ଫଟୋ

ପୁରୀ: ପ୍ରଳୟଙ୍କାରୀ ବାତ୍ୟା ‘ଫନି’ରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ପୁରୀ । ବଡଦାଣ୍ଡ କଥା ହେଉ ସମୁଦ୍ରକୂଳ ହେଉ ସବୁଠି ତାଣ୍ଡବ ରଚି ଫେରିଯାଇଛି । ବାତ୍ୟା ଫେରିଯିବା ପରେ କିଭଳି ରହିଛି ପୁରୀର ସ୍ଥିତି ? କିଭଳି ଭାବେ ଲୋକେ ଜୀବନଯାପନ କରୁଛନ୍ତି । ପ୍ରଶାସନ ପକ୍ଷରୁ କ୍ଷତିଗସ୍ତଙ୍କୁ କଣ କଣ ସୁବିଧା ସୁଯୋଗ ପ୍ରଦାନ କରାଯାଉଛି ? ବାତ୍ୟା ବିପନ୍ନଙ୍କ ସହ ସାମିଲ ହୋଇ ସ୍ଥିତି ପରଖିଥିଲା ଇଟିଭି ଭାରତ ଟିମ୍ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:Body:

gf

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.