ETV Bharat / state

ପୁରୀରେ ଅବକାରୀ ବିଭାଗର ଚଢ଼ାଉ: ବିପୁଳ ମଦ ଓ ଭାଙ୍ଗ ଜବତ, 3 ଗିରଫ - ଅବକାରୀ ବିଭାଗ ଚଢ଼ାଉ

ପୁରୀ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗ ଚଢ଼ାଉ କରିଛି। ଏହି ଚଢାଉରୁ ବିପୁଳ ପରିମାଣର ମଦ ଓ ଭାଙ୍ଗ ଜବତ କରାଯାଇଛି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ
author img

By

Published : Oct 20, 2019, 9:04 PM IST

ପୁରୀ: ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗ ଚଢ଼ାଉ କରିଛି। ଅବକାରୀ ଅଧିକ୍ଷକ ଅମରେନ୍ଦ୍ର ଜେନାଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏହି ଚଢାଉ କରାଯାଇଛି । ଗେଣ୍ଡାପଡ଼ା, ନୋଳିଆ ସାହି ଓ ନିମାପଡା ଆଦି ଅଞ୍ଚଳରେ ଚଢ଼ାଉ କରି 15 ଶହ ଲିଟର ପୋଚ ସହିତ 2 ଶହ ଲିଟର ମଦ ଓ 5 ଶହ କିଲୋଗ୍ରାମ ଭାଙ୍ଗ ଜବତ କରିଛି । ଏହି ଘଟଣାରେ 3 ଜଣକୁ ଗିରଫ କରାଯାଇଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ଆଗାମୀ ଦିନରେ ଏହି ଚଢ଼ାଉକୁ ଜୋରଦାର କରାଯାଇ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁରୀ ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ମଦ ଓ ଭାଙ୍ଗ ଜବତBody:ପୁରୀ କଲେକ୍ଟର ଙ୍କ ନିର୍ଦେଶ କ୍ରମେ ଅବକାରୀ ଅଧିକ୍ଷକ ଅମରେନ୍ଦ୍ର ଜେନା ଙ୍କ ପ୍ରତକ୍ଷ ତତ୍ୱାବଧାନ ରେ ଅବକାରୀ ବିଭାଗ ପୁରୀ ରେ ବ୍ୟପକ ଚଢ଼ାଉ କରିଛି। ଗେଣ୍ଡାପଡ଼ା, ନୋଳିଆ ସାହି, ନିମାପଡା ଆଦି ଅଞ୍ଚଳରେ ଚଢ଼ାଉ କରି 15 ସହ ଲିଟର ପୋଚ ସହିତ 2 ସହ ଲିଟର ମଦ, 5 ଶହ କେଜି ଭାଙ୍ଗ ଜବତ କରିଛି ଅବକାରୀ ବିଭାଗ। 3 ଜଣକୁ ଗିରଫ କରାଯାଇଛି। ଦାଶ ରଥୀ ଭୋଇ ନରେନ୍ଦ୍ର କୋଣ ଅଞ୍ଚଳର, ରାମ ପ୍ରସାଦ ଓ ବୁଗୁରୁ କାଳିଆ ମା ବାଲିନୋଳିଆ ସାହି ର 3 ଜଣଙ୍କୁ ଗିରଫ କରାଯାଇଛି। ଆଗାମୀ ଦିନରେ ଆହୁରି ଜୋର ଦାର ଚଢ଼ାଉ କରାଯାଇ ବେଆଇନ ମଦ କାରବାର କରୁଥିବା ବ୍ୟକ୍ତି ବିଶେଷ ଙ୍କ ବିରୋଧ ରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲୀ ପୁରୀ ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି।

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ରConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.