ETV Bharat / state

ଡେଲାଙ୍ଗରେ ନିର୍ବାଚନ ହିଂସା: ବିଜେଡି ବିରୁଦ୍ଧରେ ଅଭିଯୋଗ ଆଣିଲା ବିଜେପି

author img

By

Published : Apr 11, 2021, 8:01 PM IST

ଡେଲାଙ୍ଗରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି । ଏହି ହିଂସାରେ ୩ ଜଣ ବିଜେପିର କର୍ମୀ ଆହତ ହୋଇଛନ୍ତି । ବିଜେଡି କର୍ମୀ ନିର୍ବାଚନ ପ୍ରଚାର ସମୟରେ ହିଂସାକାଣ୍ଡ ଭିଆଇଥିବା ଅଭିଯୋଗ କରିଛି ବିଜେପି । ଅଧିକ ପଢନ୍ତୁ...

ଡେଲାଙ୍ଗରେ ନିର୍ବାଚନ ହିଂସା: ବିଜେଡି ଉପରେ ଅଭିଯୋଗ ଆଣିଲା ବିଜେପି

ପୁରୀ: ଡେଲାଙ୍ଗରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି । ଏହି ହିଂସାରେ ୩ ଜଣ ବିଜେପିର କର୍ମୀ ଆହତ ହୋଇଛନ୍ତି । ବିଜେଡି କର୍ମୀ ନିର୍ବାଚନ ପ୍ରଚାର ସମୟରେ ହିଂସାକାଣ୍ଡ ଭିଆଇଥିବା ଅଭିଯୋଗ କରିଛି ବିଜେପି ।

ଡେଲାଙ୍ଗ ଜେନାପୁର ପଞ୍ଚାୟତ ବ୍ରାହ୍ମଣବାଡ ଗ୍ରାମରେ ବିଜେପି ନିର୍ବାଚନ ପ୍ରଚାର କରୁଥିଲା । ଏହି ସମୟରେ କିଛି ବିଜେଡି କର୍ମୀ ପ୍ରଚାରରେ ସାମିଲ ବିଜେପି କର୍ମୀଙ୍କୁ ମାଡ ମାରିଥିଲେ । ଆହତ ମାନଙ୍କୁ ଡେଲାଙ୍ଗ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ସେମାନଙ୍କୁ ଏମ୍ସକୁ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ଉତ୍ତେଜନା ପରେ ପୋଲିସ ପକ୍ଷରୁ କଡା ନଜର ରଖାଯାଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.