ETV Bharat / state

ଶୃଙ୍ଖଳିତ ଭାବେ ନାଗାର୍ଜୁନ ବେଶ ଆୟୋଜନ ନେଇ ଜିଲ୍ଲାପାଳଙ୍କ ନିବେଦନ - ନଗାର୍ଜୁନ ବେଶ

27 ତାରିଖରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ଅନୁଷ୍ଠିତ ହେବ। ଶୃଙ୍ଖଳିତ ଭାବେ ସମାପନ କରିବାକୁ ପୁରୀ ଜିଲ୍ଲାପାଳଙ୍କ ନିବେଦନ କରିଛନ୍ତି । ଅଧିକ ପଢନ୍ତୁ...

ଶୃଙ୍ଖଳିତ ଭାବେ ନାଗାର୍ଜୁନ ବେଶ ଅୟୋଜନ ନେଇ ଜିଲ୍ଲାପାଳଙ୍କ ନିବେଦନ
ଶୃଙ୍ଖଳିତ ଭାବେ ନଗାର୍ଜୁନ ବେଶ ଅୟୋଜନ ନେଇ ଜିଲାପାଳଙ୍କ ନିବେଦନ
author img

By

Published : Nov 25, 2020, 4:05 AM IST

ପୁରୀ : ନାଗାର୍ଜୁନ ବେଶ ପାଇଁ ସମସ୍ତ ନିଯୋଗ ସହ ବୈଠକ କଲେ ପୁରୀ ଜିଲ୍ଲାପାଳ । ଶୃଙ୍ଖଳିତ ଭାବେ କରିବା ପାଇଁ କଲେ ନିବେଦନ । କୋରୋନା କଟକଣା ମଧ୍ୟରେ ହେବାକୁ ଥିବା ନାଗାର୍ଜନ ବେଶ ପାଇଁ ସମସ୍ତଙ୍କ ସହଯୋଗ ଲଢିଛନ୍ତି ପୁରୀ ଜିଲ୍ଲାପାଳ ବଲବନ୍ତ ସିଂ ।

ଶୃଙ୍ଖଳିତ ଭାବେ ନାଗାର୍ଜୁନ ବେଶ ଅୟୋଜନ ନେଇ ଜିଲ୍ଲାପାଳଙ୍କ ନିବେଦନ

ଆସନ୍ତା 27 ତାରିଖରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ଅନୁଷ୍ଠିତ ହେବ। ଶୃଙ୍ଖଳିତ ଭାବେ ସମାପନ କରିବାକୁ ପୁରୀ ଜିଲ୍ଲାପାଳଙ୍କ ନିବେଦନ କରିଛନ୍ତି । ଶ୍ରଦ୍ଧାଳୁଙ୍କ ପାଇଁ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ଦର୍ଶନ ମନା। କେହି ଯଦି ସେବାୟତ ବେଶରେ ଆସି ନିୟମ ଭାଙ୍ଗନ୍ତି ତେବେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପତିତପାବନଙ୍କ ଦର୍ଶନ ଯେମିତି ଚାଲିଛି ସେମିତି ଚାଲିବ ।ସେହିପରି ନଗାର୍ଜୁନ ବେଶ ଦିନ ଶ୍ରୀମନ୍ଦିର ଭିତରକୁ କେହି ବି ମୋବାଇଲ ନେବେ ନାହିଁ। ନିୟମ ଉଲ୍ଲଘଂନ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ଦୀର୍ଘ 25 ବର୍ଷ ପରେ ନଭେମ୍ବର 27 ତାରିଖରେ ହେବାକୁ ଯାଉଛି ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ରଙ୍କ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.