ETV Bharat / state

ଅଦରକାରୀ କାଗଜରେ ଶୋଭା ପାଉଛି କାଳିଆ ସୁନା - suryakant das

ଜଗନ୍ନାଥ ପ୍ରେମର ଅନନ୍ୟ ଉଦାହରଣ ପାଲଟିଛନ୍ତି ଯୁବଶିଳ୍ପୀ ସୂର୍ଯ୍ୟକାନ୍ତ ଦାସ । ଅଦରକାରୀ କାଗଜରେ କ୍ଷୁଦ୍ରତମ କଳାକୃତି ନିର୍ମାଣ କରିଛନ୍ତି ସେ । ଅଧିକ ପଢନ୍ତୁ...

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ନେଇ ନିଆରା କଳାକୃତି

author img

By

Published : May 17, 2021, 10:42 PM IST

ପୁରୀ: ଦତ୍ତତୋଟା ଜଗନ୍ନାଥ ଲେନର ଯୁବଶିଳ୍ପୀ ସୂର୍ଯ୍ୟକାନ୍ତ ଦାସ ଅଦରକାରୀ କାଗଜରେ କ୍ଷୁଦ୍ରତମ କଳାକୃତି ନିର୍ମାଣ କରିଛନ୍ତି। ଏକ ଇଞ୍ଚ ବିଶିଷ୍ଟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଏହି କଳାକୃତି ଅଦରକାରୀ କାଗଜରେ ନିର୍ମିତ ହୋଇଛି l ଯାହା ବେଶ ଆକର୍ଷଣୀୟ ହୋଇଥିବାବେଳେ ବେଶ ଚର୍ଚ୍ଚାର ବିଷୟ ହୋଇଛି।

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ନେଇ ନିଆରା କଳାକୃତି

ଏହାକୁ ନିର୍ମାଣ କରିବା ନିମନ୍ତେ ଶିଳ୍ପୀ ସୂର୍ଯ୍ୟକାନ୍ତଙ୍କୁ ୩୦ ମିନିଟ ସମୟ ଲାଗିଥିଲା। ମାତ୍ର ଅଧା ଫର୍ଦ୍ଦ A4 ସାଇଜ କାଗଜ, ମଇଦା, ଅଠା, ରଙ୍ଗ ବ୍ୟବହାର ହୋଇ ଏହି କଳାକୃତି ପ୍ରସ୍ତୁତ ହୋଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.