ETV Bharat / state

କରୋନା ଆତଙ୍କ, ପାରମ୍ପରିକ ଝାମୁ ଯାତ୍ରା ସ୍ଥଗିତ - ପୁରୀ କାକଟପୁରର ମା ମଙ୍ଗଳାଙ୍କ ପ୍ରସିଦ୍ଧ ଝାମୁ ଯାତ୍ରା

ସାରାବିଶ୍ୱକୁ ଏବେ କୋରୋନା ଭୟ । ଆଉ ଏହାର ପ୍ରଭାବ ଦେଖିବାକୁ ମିଳିଛି ପୁରୀ କାକଟପୁରର ମା ମଙ୍ଗଳାଙ୍କ ପ୍ରସିଦ୍ଧ ଝାମୁ ଯାତ୍ରା ଉପରେ ।କୋଭିଡ-19 ଯୋଗୁଁ ସାରା ଦେଶରେ ଲକ ଡାଉନ ହେବା ଫଳରେ କାକଟପୁରର ମା ମଙ୍ଗଳା ମନ୍ଦିରର ପ୍ରସିଦ୍ଧ ଝାମୁ ଯାତ୍ରାକୁ ମଧ୍ୟ ବନ୍ଦ କରି ଦିଆଯାଇଛି । ଅଧିକ ପଢନ୍ତୁ...

Corona effect, the traditional Jhamu jatra has been stoppe
କରୋନା ଆତଙ୍କ, ପାରମ୍ପରିକ ଝାମୁ ଯାତ୍ରା ସ୍ଥଗିତ
author img

By

Published : Apr 8, 2020, 12:48 AM IST

ପୁରୀ: ସାରାବିଶ୍ୱକୁ ଏବେ କୋରୋନା ଭୟ । ଆଉ ଏହାର ପ୍ରଭାବ ଦେଖିବାକୁ ମିଳିଛି ପୁରୀ କାକଟପୁରର ମା ମଙ୍ଗଳାଙ୍କ ପ୍ରସିଦ୍ଧ ଝାମୁ ଯାତ୍ରା ଉପରେ । ମହାମାରୀ କରୋନା ଭୁତାଣୁ ସଂକ୍ରମଣ ଅସଙ୍କାକୁ ନେଇ ଶେଷ ଚୈତ୍ର ମଙ୍ଗଳବାରରେ ମା ମଙ୍ଗଳା ମନ୍ଦିରରେ ଖାଁ ଖାଁ ପରିବେଶ ଦେଖିବାକୁ ମିଳିଛି । କୋରୋନା ପାଇଁ ଲକ ଡାଉନ କାରଣରୁ କାକଟପୁର ମଙ୍ଗଳା ପୀଠରେ ଶ୍ରଦ୍ଧାଳୁଙ୍କ ଦେଖା ଦର୍ଶନ ନାହିଁ । କୋଭିଡ19 ଯୋଗୁଁ ସାରା ଦେଶରେ ଲକ ଡାଉନ ହେବା ଫଳରେ କାକଟପୁରର ମା ମଙ୍ଗଳା ମନ୍ଦିରର ପ୍ରସିଦ୍ଧ ଝାମୁ ଯାତ୍ରାକୁ ମଧ୍ୟ ବନ୍ଦ କରି ଦିଆଯାଇଛି।

କରୋନା ଆତଙ୍କ, ପାରମ୍ପରିକ ଝାମୁ ଯାତ୍ରା ସ୍ଥଗିତ

ରୀତିନୀତି ଅନୁସାରେ କିଛି ପୂଜକ ନିୟୋଜିତ ହୋଇ ପ୍ରସାଶନିକ ଆଦେଶ ଅନୁସାରେ ମନ୍ଦିର ଭିତରେ ମା’ଙ୍କ ଝାମୁ ଯାତ୍ରାର ପାରମ୍ପରିକ ପୂଜାର୍ଚ୍ଚନା କରାଯାଇଛି । ମନ୍ଦିର ଦ୍ୱାର ବନ୍ଦ କରାଯାଇଥିବା ବେଳେ ଶ୍ରଦ୍ଧାଳୁ ମାନେ ଯେପରି ଏଠାକୁ ନ ଆସନ୍ତି, ସେଥିପାଇଁ ଏହି ଅଞ୍ଚଳରେ 144 ଧାରା ମଧ୍ୟ ଲାଗୁ କରାଯାଇଛି। ତେବେ ପ୍ରତିବର୍ଷ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଝାମୁ ଯାତ୍ରାରେ ହୋଇଥାଏ । କିନ୍ତୁ କରୋନା ସଂକ୍ରମଣ ଆତଙ୍କ ଚଳିତ ବର୍ଷରେ ବ୍ୟତିକ୍ରମ ସୃଷ୍ଟି କରିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.