ETV Bharat / state

ବ୍ରହ୍ମଗିରି ବ୍ଲକର ବେଣ୍ଟପୁର ପଞ୍ଚାୟତରେ ପ୍ରାର୍ଥୀଙ୍କ ନିର୍ବାଚନୀ ପ୍ରଚାର ଜୋରଦାର - ବେଣ୍ଟପୁର ପଞ୍ଚାୟତରେ ପ୍ରାର୍ଥୀଙ୍କ ନିର୍ବାଚନୀ ପ୍ରଚାର ଜୋରଦାର

ବ୍ରହ୍ମଗିରି ବ୍ଲକର 28 ନମ୍ବର ଜୋନର ବେଣ୍ଟପୁର ପଞ୍ଚାୟତରେ ଚାଲିଛି ଜୋରଦାର ନିର୍ବାଚନୀ ପ୍ରଚାର । ଏହି ପଞ୍ଚାୟତରେ 13ଟି ଗାଁ ରହିଥିବାବେଳେ 16ଟି ୱାର୍ଡ ରହିଛି । ଅଧିକ ପଢନ୍ତୁ

panchayat election campaigning in brahmagiri block
ବ୍ରହ୍ମଗିରି ବ୍ଲକର ବେଣ୍ଟପୁର ପଞ୍ଚାୟତରେ ପ୍ରାର୍ଥୀଙ୍କ ନିର୍ବାଚନୀ ପ୍ରଚାର ଜୋରଦାର
author img

By

Published : Feb 2, 2022, 9:23 PM IST

ବ୍ରହ୍ମଗିରି: ବ୍ରହ୍ମଗିରି ବ୍ଲକର 28 ନମ୍ବର ଜୋନର ବେଣ୍ଟପୁର ପଞ୍ଚାୟତରେ ଚାଲିଛି ଜୋରଦାର ନିର୍ବାଚନୀ ପ୍ରଚାର । ଏହି ପଞ୍ଚାୟତରେ 13ଟି ଗାଁ ରହିଥିବାବେଳେ 16ଟି ୱାର୍ଡ ରହିଛି । ଏଥିସହ 6 ହଜାର 2ଶହ 26ଜଣ ଭୋଟର ରହିଛନ୍ତି ।

ବ୍ରହ୍ମଗିରି ବ୍ଲକର ବେଣ୍ଟପୁର ପଞ୍ଚାୟତରେ ପ୍ରାର୍ଥୀଙ୍କ ନିର୍ବାଚନୀ ପ୍ରଚାର ଜୋରଦାର

ତେବେ ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସରପଞ୍ଚ ଏବଂ ସମିତି ସଭ୍ୟ ଦୁଇଟି ସିଟ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି । ସେହିପରି ସରପଞ୍ଚ ଆସନ ପାଇଁ 5 ଓ ସମିତି ସଭ୍ୟ ପାଇଁ 4 ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି । କୋଭିଡ କଟକଣା ମାନି ପ୍ରାର୍ଥୀ ଓ ପ୍ରାର୍ଥୀନୀ ହାତରେ ପୁସିଂ କାର୍ଡ ଧରି ଘରକୁ ଘର ବୁଲି ନିର୍ବାଚନୀ ପ୍ରଚାର କରୁଛନ୍ତି ।

ଅନ୍ୟପଟେ ଭୋଟରଙ୍କୁ ଆକୃଷ୍ଟ କରିବା ଲାଗି ବିଭିନ୍ନ ପ୍ରତିଶୃତି ଦେଉଛନ୍ତି । ଏପଟେ ଭୋଟର ପଞ୍ଚାୟତରେ ଥିବା ସମସ୍ତ ଅସୁବିଧା ବିଷୟରେ ପ୍ରାର୍ଥୀଙ୍କୁ ଜଣାଉଛନ୍ତି । ଅନ୍ୟପଟେ ଆମ ଅସୁବିଧା ଯିଏ ଦୂର କରିବେ ସେହି ପ୍ରାର୍ଥୀକୁ ଭୋଟ ଦେବୁ ବୋଲି କହିଛନ୍ତି ଭୋଟର ।

ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.