ETV Bharat / state

ପୁରୀ ସଦରଥାନା ଅଞ୍ଚଳରେ ଘନ ଘନ ବୋମା ମାଡ଼, ଜଣେ ଆହତ

author img

By

Published : Jul 24, 2020, 8:15 AM IST

Updated : Jul 24, 2020, 6:02 PM IST

14:17 July 24

ପୁରୀ ସଦରଥାନା ଅଞ୍ଚଳରେ ଘନ ଘନ ବୋମା ମାଡ଼, ଜଣେ ଆହତ

08:10 July 24

ପୁରୀ ସଦରଥାନା ଅଞ୍ଚଳରେ ଘନ ଘନ ବୋମା ମାଡ଼ । ଜଣେ ଆହତ ହୋଇ ଏବେ ପୁରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

ବ୍ରହ୍ମଗିରି: ପୁରୀ ସଦର ଥାନା ଅନ୍ତର୍ଗତ ନିଶିଭଁର ଗ୍ରାମରେ ଉତ୍ତେଜନା । 2 ଗୋଷ୍ଠୀ ମଧ୍ୟରେ 50ରୁ ଊର୍ଦ୍ଧ୍ବ ବୋମା ମାଡ଼ ହୋଇଥିବା ଜଣାପଡିଛି । ଏଥିରେ ଜଣେ ଆହତ ହୋଇଛନ୍ତି ।  

ଆଜି ସକାଳୁ ଦୁଇ ଗୋଷ୍ଠୀ ମଧ୍ୟରେ ଝଗଡା ଆରମ୍ଭ ହୋଇ ଉଗ୍ରରୂପ ଧାରଣ କରିଥିଲା। ଫଳରେ ଉଭୟ ପକ୍ଷରୁ ଟେକା ପଥର ମାଡ଼ ହେବା ସହିତ 50ରୁ ଊର୍ଦ୍ଧ ବୋମା ମାଡ଼ ହୋଇଥିବା ଜଣାପଡିଛି ।  

ଏଥିରେ ଗ୍ରାମରେ ଏକାଧିକ ଆଜବେଷ୍ଟ ଘର ଭାଙ୍ଗିବା ସହିତ ଜଣେ ଆହତ ହୋଇ ପୁରୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ଆହତଙ୍କ ନାମ ବିଚିତ୍ର ପ୍ରଧାନ ।  

ଗ୍ରାମରେ ପୋଲିସ ପହଞ୍ଚି ଘଟଣାକୁ ଆୟତକୁ ଆଣିଛି । ଏ ପର୍ଯ୍ୟନ୍ତ କାହାରିକୁ ଗିରଫ କରାଯାଇନଥିବା ପୋଲିସ ପକ୍ଷରୁ କୁହାଯାଇଛି । ସେପଟେ ଏବେ ସୁଦ୍ଧା ବୋମା ମାଡ ଜାରି ରହିଛି ।  

ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ 

Last Updated : Jul 24, 2020, 6:02 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.