ETV Bharat / state

ଅଗଷ୍ଟ 15 ପଯ୍ୟନ୍ତ ବ୍ରହ୍ମଗିରି ଗୋଲରା ଛକରେ ହେବ ରକ୍ତଦାନ ଶିବିର

author img

By

Published : Aug 10, 2020, 6:07 PM IST

କୋରୋନା ମହାମାରୀ ସମୟରେ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ କ୍ରମେ ଅଗଷ୍ଟ 9 କ୍ରାନ୍ତି ଦିବସ ଠାରୁ ଅଗଷ୍ଟ 15 ସ୍ବାଧୀନତା ଦିବସ ପଯ୍ୟନ୍ତ ବ୍ରହ୍ମଗିରି ଗୋଲରା ଛକ ଠାରେ ରକ୍ତଦାନ ଶିବିର ଅନୁଷ୍ଟିତ ହେବ । ଅଧିକ ପଢନ୍ତୁ...

ଅଗଷ୍ଟ 15 ପଯ୍ୟନ୍ତ ବ୍ରହ୍ମଗିରି ଗୋଲରା ଛକରେ ହେବ ରକ୍ତଦାନ ଶିବିର
ଅଗଷ୍ଟ 15 ପଯ୍ୟନ୍ତ ବ୍ରହ୍ମଗିରି ଗୋଲରା ଛକରେ ହେବ ରକ୍ତଦାନ ଶିବିର

ବ୍ରହ୍ମଗିରି: ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ କ୍ରମେ ରକ୍ତଦାନ ଶିବିର । ଅଗଷ୍ଟ 9 କ୍ରାନ୍ତି ଦିବସ ଠାରୁ ଅଗଷ୍ଟ 15 ସ୍ବାଧୀନତା ଦିବସ ପଯ୍ୟନ୍ତ ବ୍ରହ୍ମଗିରି ଗୋଲରା ଛକ ଠାରେ ରକ୍ତଦାନ ଶିବିର ହେବ ।

କୋରୋନା ମହାମାରୀ ସମୟରେ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ କ୍ରମେ ଅଗଷ୍ଟ 9 କ୍ରାନ୍ତି ଦିବସ ଠାରୁ ଆରମ୍ଭ କରି ଅଗଷ୍ଟ 15 ସ୍ବାଧୀନତା ଦିବସ ପଯ୍ୟନ୍ତ ସାରା ଓଡ଼ିଶାରେ ରକ୍ତଦାନ ଶିବିର ଆୟୋଜନ କରାଯାଇଛି । ଯାହା ଫଳରେ ରକ୍ତ ଅଭାବରେ କେହି ମୃତ୍ୟୁ ବରଣ କରିବେ ନାହିଁ । ଏଥିରେ ବ୍ରହ୍ମଗିରି ବ୍ଲକ ପଞ୍ଚାୟତ ସମିତି ଅଧ୍ୟକ୍ଷା ନଳିନୀ ପ୍ରଭା ବରାଳଙ୍କ ତତ୍ବାବଧାନରେ କୁସୁବେଣ୍ଟି ପଞ୍ଚାୟତର ଗୋଲରା ଠାରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଛି ।

ଏହି ରକ୍ତଦାନ ଶିବିରରେ ବହୁ ମାତ୍ରାରେ ଉତ୍ସାହୀ ଯୁବକ ମାନେ ରକ୍ତଦାନ କରିଛନ୍ତି । ନିଜେ ବ୍ଲକ ଅଧକ୍ଷା ରକ୍ତଦାନ କରିବା ସହ ଏକାଧିକ ମହିଳା ରକ୍ତଦାନ କରିଥିବା ଦେଖାଯାଇଥିଲା । ଏହି ଶିବିରରେ ଯୋଜନା ବୋର୍ଡ ଉପାଧକ୍ଷ ସଂଜୟ ଦାସବର୍ମା ଯୋଗ ଦେଇ ରକ୍ତଦାନ କରିବା ପାଇଁ ଯୁବକ ଏବଂ ମହିଳା ମାନଙ୍କୁ ଉତ୍ସାହିତ କରିଛନ୍ତି ।

ବ୍ରହ୍ମଗିରିରୁ ଦେବାଶିଷି ଦାସ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.