ETV Bharat / state

ପୁରୀ ମୁଖ୍ୟ ଚିକିତ୍ସାଳୟରେ ଲାଞ୍ଚ କାରବାର ବିରୋଧରେ ବିଜେପିର ପ୍ରତିବାଦ - bribery at puri dhh

ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କର୍ମଚାରୀମାନେ ରୋଗୀଙ୍କ ଠାରୁ ବିଭିନ୍ନ ଚିକିତ୍ସା ପାଇଁ ଅର୍ଥ ଦାବି କରୁଛନ୍ତି । ଏଭଳି ଲାଞ୍ଚ କାରବାର ଖୁଲମଖୁଲା ଚାଲୁଥିବା ବେଳେ ସିଡିଏମଓ ନିରବ ରହିବା ପ୍ରସଙ୍ଗକୁ ନେଇ ପୁରୀ ବିଜେପି ଯୁବ ମୋର୍ଚ୍ଚା ପ୍ରତିବାଦ କରିଛି । ଅଧିକ ପଢନ୍ତୁ...

BJP protests against bribery at puri dhh
ପୁରୀ ମୁଖ୍ୟ ଚିକିତ୍ସାଳୟରେ ଲାଞ୍ଚ କାରବାର ବିରୋଧରେ ବିଜେପିର ପ୍ରତିବା
author img

By

Published : Dec 7, 2020, 1:08 PM IST

ପୁରୀ: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଲାଞ୍ଚ କାରବାର ବିରୋଧରେ ବିଜେପିର ପ୍ରତିବାଦ । ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ଶୋଷଣ କରାଯାଉଛି । ମେଡ଼ିକାଲ କର୍ମଚାରୀମାନେ ରୋଗୀଙ୍କ ଠାରୁ ବିଭିନ୍ନ ଚିକିତ୍ସା ପାଇଁ ଅର୍ଥ ଦାବି କରୁଛନ୍ତି । ଏଭଳି ଲାଞ୍ଚ କାରବାର ଖୁଲମ ଖୁଲା ଚାଲୁଥିବା ବେଳେ ସିଡିଏମଓ ନିରବ ରହିବା ପ୍ରସଙ୍ଗକୁ ନେଇ ପୁରୀ ବିଜେପି ଯୁବ ମୋର୍ଚ୍ଚା ପ୍ରତିବାଦ କରିଛି ।

ପୁରୀ ମୁଖ୍ୟ ଚିକିତ୍ସାଳୟରେ ଲାଞ୍ଚ କାରବାର ବିରୋଧରେ ବିଜେପିର ପ୍ରତିବା

ଏନେଇ ଆଜି(ସୋମବାର) ଜିଲାପାଳଙ୍କ କାର୍ଯ୍ୟଳୟ ଆଗରେ ବିକ୍ଷୋଭ କରି ତୁରନ୍ତ ଦୁର୍ନୀତି ଗ୍ରସ୍ତ କର୍ମଚାରୀଙ୍କ ବିରୋଧରେ କଡା କାର୍ଯ୍ୟନୁଷ୍ଠାନ ଦାବି କରିଛି ପୁରୀ ବିଜେପି ଯୁବ ମୋର୍ଚ୍ଚା । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ଶୋଷଣ ବନ୍ଦ ନ ହେଲେ ଅଗାମୀ ଦିନରେ ବିଜେପି ରାଜ ରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.