ETV Bharat / state

ଶ୍ରୀମନ୍ଦିରରେ ବାମନ ଜନ୍ମ ନୀତି - ଶ୍ରୀମନ୍ଦିରରେ ବାମନ ଜନ୍ମ

ଶ୍ରୀମନ୍ଦିରର ଆଜି (ମଙ୍ଗଳବାର) ଅନୁଷ୍ଠିତ ହେଉଛି ବାମନ ଜନ୍ମ ନୀତି । ପ୍ରତି ବର୍ଷ ଭାଦ୍ରବ ମାସ ଦ୍ବାଦଶୀ ତିଥିରେ ମହାପ୍ରଭୁଙ୍କ ଏହି ନୀତି ପାଳନ କରାଯାଏ। ଏହି ନୀତି ପାଇଁ ମଙ୍ଗଳବାର 4 ଘଣ୍ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ ରଖାଯାଇଛି।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ
author img

By

Published : Sep 10, 2019, 6:06 PM IST

ପୁରୀ: ମଙ୍ଗଳବାର ହେଉଛି ଭାଦ୍ରବ ଦ୍ଵାଦଶୀ ବା ବାମନ ଦ୍ବାଦଶୀ । ଏହି ତିଥିରେ ଶ୍ରୀମନ୍ଦିରରେ ବାମନ ଜନ୍ମୋତ୍ସଵ ଓ ଗୁରୁଡ଼ ପାର୍ଶ୍ଵ ପରିବର୍ତ୍ତନ ନୀତି ପାଳନ ହୋଇଥାଏ। ଭାଦ୍ରବ ମାସ ଶୁକ୍ଳ ପକ୍ଷ ଦ୍ଵାଦଶୀ ତିଥି ମଧ୍ୟାହ୍ନରେ ପ୍ରଭୁ ନାରାୟଣଙ୍କୁ ବାମନ ଭାବେ ଅଭିହିତ କରାଯାଇ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଜନ୍ମ ନୀତି ପାଳନ ହୋଇଥାଏ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ଏଥି ସହିତ ଗରୁଡ଼ ପାର୍ଶ୍ଵ ପରିବର୍ତ୍ତନ ନୀତି ମଧ୍ୟ ଅନୁଷ୍ଠିତ ହୋଇଥାଏ। ଏଥିପାଇଁ ସ୍ବତନ୍ତ୍ର ନୀତିକାନ୍ତି ଯୋଗୁଁ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିଛି। ମଧ୍ୟାହ୍ନ ଧୂପ ପରେ ଅପରାହ୍ନ 4ଟାରୁ ରାତି 8 ଯାଏଁ 4 ଘଣ୍ଟା ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜଣାଇ ଦିଆଯାଇଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:,ବାମନ ଜନ୍ମ ନୀତି

Body:ଆଜି ହେଉଛି ଭାଦ୍ରବ ଦ୍ଵାଦଶୀ । ଆଜିର ତିଥିରେ ଶ୍ରୀମନ୍ଦିରରେ ବାମନ ଜନ୍ମୋତ୍ସଵ ଓ ଗୁରୁଡ଼ ପାର୍ଶ୍ଵ ପରିବର୍ତ୍ତନ ନୀତି ପାଳନ ହୋଇ ଥାଏ। ଭାଦ୍ରବ ମାସ ଶୁକ୍ଳ ପକ୍ଷ ଦ୍ଵାଦଶୀ ତିଥିରେ ମଧ୍ୟାନ ରେ ପ୍ରଭୁ ନାରାୟଣ ବାମନ ଭାବେ ଅଭିହିତ କରାଯାଇ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ଜନ୍ମ ନୀତି ପାଳନ ହୋଇ ଥାଏ। ଏଥି ସହିତ ଗରୁଡ଼ ପାର୍ଶ୍ଵ ପରିବର୍ତ୍ତନ ନୀତି ହୋଇ ଥାଏ। ଏଥିପାଇଁ ସ୍ୱତନ୍ତ୍ର ନୀତିକାନ୍ତି ଯୋଗୁ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ। ମଧ୍ୟାନ ଧୂପ ପରେ ଅପରାହ୍ନ 4 ଟା ରାତି 8 ଯାଏଁ 4 ଘଣ୍ଟା ଦର୍ଶନ ବନ୍ଦ ରହିବ ବୋଲୀ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

Conclusion:ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.