ETV Bharat / state

ମହାବାହୁଙ୍କ ମନ ମୋହୁଛି 'ମାହାରୀ ନୃତ୍ୟ' - ମହାରୀ ନୃତ୍ୟ

ଶ୍ରୀମନ୍ଦିର ଅନନ୍ୟ ପରମ୍ପରା ମଧ୍ୟରୁ ଏକମାତ୍ର ନାରୀ ସେବା କୁହାଯାଉଥିବା ସେବା ହେଲା ମାହାରୀ ନୃତ୍ୟ ପରମ୍ପରା ।

ଫଟୋ ସୌଜନ୍ୟ:ସମ୍ବାଦଦାତା, ପୁରୀ
author img

By

Published : Jul 12, 2019, 11:28 AM IST

Updated : Jul 12, 2019, 11:45 AM IST

ପୁରୀ: କାଳିଆ ସାଆନ୍ତେଙ୍କ ସ୍ବାଗତ ପାଇଁ ନର୍ତ୍ତକୀଙ୍କ ମାହାରୀ ନୃତ୍ୟ ପରିବେଷଣ । ଶ୍ରୀମନ୍ଦିର ଅନନ୍ୟ ପରମ୍ପରା ମଧ୍ୟରୁ ଏକମାତ୍ର ନାରୀ ସେବା କୁହାଯାଉଥିବା ସେବା ହେଲା ମାହାରୀ ନୃତ୍ୟ ପରମ୍ପରା । ଯାହା ଆଜି ବିଲୁପ୍ତ ଅବସ୍ଥାରେ । ଏହାକୁ ବିଶ୍ୱ ଦରବାରରେ ପରିଚିତ କରିବାକୁ ନବ ପ୍ରତିଭା ଗ୍ରୁପ ପ୍ରତିଷ୍ଠାନ ପକ୍ଷରୁ ନାକଚଣା ଦ୍ୱାର ନିକଟରେ ବାହୁଡାଯାତ୍ରାରେ ମହାପ୍ରଭୁଙ୍କ ସ୍ବାଗନ୍ତେ ନିମନ୍ତେ ପରିବେଶଷ ହୋଇଛି ମାହାରୀ ନୃତ୍ୟ ।

ତେବେ ମାହାରୀ ନୃତ୍ୟର ପରମ୍ପରା ଓ ଏହାର ମହତ୍ବ ବିଷୟରେ ଅଧିକ ଆଲୋଚନା କରିଛନ୍ତି ଆମ ପ୍ରତିନିଧି ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ପୁରୀ

Intro:Body:

BLANK  FOR STORY

Conclusion:
Last Updated : Jul 12, 2019, 11:45 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.