ETV Bharat / state

ରାତି ପାହିଲେ ରଥାରୂଢ ହେବେ ଚତୁର୍ଦ୍ଧାମୂର୍ତ୍ତି, ଆଜି ବିଜେ ହେବ ଆଜ୍ଞା ମାଳ - ଆଜ୍ଞା ମାଳ

ଆଜି ରାତି ପାହି ସକାଳ ହେଲେ ବିଶ୍ବବାସୀଙ୍କୁ ଦର୍ଶନ ଦେବେ ମହାପ୍ରଭୁ । ରଥରେ ବସି ମାଉସୀ ଘରକୁ ନବଦିନାତ୍ମକ ଯାତ୍ରା କରିବେ । ଏଥିପାଇଁ ଆଜି ବିଜେ ହେବ ଆଜ୍ଞା ମାଳ । ଅଧିକ ପଢନ୍ତୁ...

ରାତି ପାହିଲେ ରଥାରୂଢ ହେବେ ଚତୁର୍ଦ୍ଧାମୂର୍ତ୍ତି, ଆଜି ବିଜେ ହେବ ଆଜ୍ଞା ମାଳ

author img

By

Published : Jul 11, 2021, 8:45 AM IST

ପୁରୀ: ରାତି ପାହିଲେ ରଥାରୂଢ ହେବେ ଚତୁର୍ଦ୍ଧାମୂର୍ତ୍ତି । ରତ୍ନ ବେଦୀ ଛାଡି ନବଦିନାତ୍ମକ ଜନ୍ମ ସ୍ଥାନ ମାଉସୀ ମା' ମନ୍ଦିରକୁ ଯାତ୍ରା କରିବେ 3 ଭାଇ-ଭଉଣୀ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ରଥ,ପଥ ସବୁ ସୁଜ୍ଜିତ ହୋଇ ଚାହିଁରହିଛି ମହାପ୍ରଭୁଙ୍କ ଆଗମନକୁ । ଏହି ଅବସରରେ ଆଜି(ରବିବାର) ଆଜ୍ଞା ମାଳ ବିଜେ ହେବ ।

ରାତି ପାହିଲେ ରଥାରୂଢ ହେବେ ଚତୁର୍ଦ୍ଧାମୂର୍ତ୍ତି, ଆଜି ବିଜେ ହେବ ଆଜ୍ଞା ମାଳ

ପରମ୍ପରା ଅନୁଯାୟୀ ଆଜି ରଥ ଖଳାକୁ ମହାପ୍ରଭୁଙ୍କ ଠାରୁ ଆଜ୍ଞା ମାଳ ଆସିବ । ତିନି ରଥରେ ଆଜ୍ଞା ମାଳ ବିଜେ ପରେ ରଥ ତ୍ରୟ ଶ୍ରୀମନ୍ଦିର ସିଂହଦ୍ୱାର ନିକଟକୁ ନିଆଯିବ। ଏଥିପାଇଁ ନୀତି ନିର୍ଘଣ୍ଟ ଚୁଡାନ୍ତ ହୋଇଛି । ମହାପ୍ରଭୁଙ୍କ ସକାଳ ଧୂପ ପରେ ରଥକୁ ଆଜ୍ଞା ମାଳ ବିଜେ ନୀତି ହେବ । ତେବେ ଏହି ଆଜ୍ଞା ମାଳ ବିଜେ ନୀତି କଣ ଓ କିଭଳି ପାଳନ ହୁଏ ସେନେଇ ଆସନ୍ତୁ ଜାଣିବା ଶ୍ରୀମନ୍ଦିର ବରିଷ୍ଠ ଚୂନରା ସେବାୟତ ଡାକ୍ତର ଶରତ ମହାନ୍ତିଙ୍କ ଠାରୁ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.