ETV Bharat / state

ପୁରୀ ସିଡିପିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପୁରୀ ସଦର ବ୍ଲକର ଅଙ୍ଗନବାଡ଼ି କର୍ମୀ ଓ ସହାୟିକାଙ୍କ ଧାରଣା - ଅଲ୍ ଓଡ଼ିଶା ଅଙ୍ଗନବାଡ଼ି ଲେଡିଜ୍ ୱାର୍କର୍ସ ଆସୋସିଏସନ୍

ସିଡିପିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପୁରୀ ସଦର ବ୍ଲକର ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ଙ୍କ ଧାରଣା। ୮ଦଫା ଦାବି ନେଇ କର୍ମଚାରୀମାନେ ଦେଇଛନ୍ତି ଧାରଣା । ଅଧିକ ପଢନ୍ତୁ

ପୁରୀ ସିଡିପିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପୁରୀ ସଦର ବ୍ଲକର ଅଙ୍ଗନବାଡ଼ି କର୍ମୀ ଓ ସହାୟିକାଙ୍କ ଧାରଣା

author img

By

Published : Dec 7, 2022, 10:23 PM IST

ପୁରୀ: ପୁରୀ ସିଡିପିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି ସଦର ବ୍ଲକର ୩୫୦ ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ।‌ ଭାରତୀୟ ମଜଦୁର ସଂଘ ଅନୁବନ୍ଧିତ ଅଲ୍ ଓଡ଼ିଶା ଅଙ୍ଗନବାଡ଼ି ଲେଡିଜ୍ ୱାର୍କର୍ସ ଆସୋସିଏସନ୍ ନେତୃତ୍ବରେ ୮ଦଫା ଦାବି ନେଇ କର୍ମଚାରୀମାନେ ଧାରଣା ଦେଇଛନ୍ତି ।

ପୁରୀ ସିଡିପିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପୁରୀ ସଦର ବ୍ଲକର ଅଙ୍ଗନବାଡ଼ି କର୍ମୀ ଓ ସହାୟିକାଙ୍କ ଧାରଣା

ତେବେ ୨୦୧୮ ମସିହା ଆନ୍ଦୋଳନ ସମୟରେ ବହିଷ୍କୃତ ୬ ଜଣ ଅଙ୍ଗନବାଡ଼ି କର୍ମୀଙ୍କୁ ପୁନଃ ନିଯୁକ୍ତି, ଅଙ୍ଗନବାଡ଼ି କର୍ମଚାରୀଙ୍କୁ ସରକାରୀ ମାନ୍ୟତା ଦେବା, ମାସକୁ ୧୮ ହଜାର ଟଙ୍କା ଓ ସହାୟିକାଙ୍କୁ ୯ ହଜାର ଟଙ୍କା ସହ ଇପିଏଫ୍, ଇଏସ୍ଆଇ ଓ ଗ୍ରାଚ୍ୟୁଇଟି ଭଳି ବିଭିନ୍ନ ପ୍ରକାର ଦାବି କରିଛନ୍ତି କର୍ମଚାରୀମାନେ ।‌ ପୁରୀ ସଦର ସଙ୍ଗଠନ ସଭାନେତ୍ରୀ ଗୀତାଞ୍ଜଳି ସାହୁ, ସମ୍ପାଦିକା ସନ୍ଧ୍ୟାରାଣୀ ଶତପଥୀ, ଗୌରିପ୍ରସାଦିନି ହୋତାଙ୍କ ନେତୃତ୍ବରେ ଧାରଣା ଦିଆଯାଇଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.